ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଓଏଲ୍ ବ୍ୟୁରୋ: ଆନନ୍ଦପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍ ନିକଟରେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ଜଣେ ମହିଳା ସୂଚନା ରହିଛି। ବାଇକରେ ଯାଉଥିବା ସମୟରେ ୩ ଜଣଙ୍କ ଉପରେ ଅଜଣା ଗାଡ଼ି ଚଢ଼ିଯାଇଛି।