Odisha Link
Bridging the Missing Links in Odisha
Monthly Archives

September 2023

ପଞ୍ଚମ ଦିନରେ ବିଧାନସଭାର ମୌସୁମୀ…

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି…

ବଢୁଛି ସ୍କ୍ରବ ଟାଇଫସ୍‌ ରୋଗୀଙ୍କ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ଆଉ ୧୩ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ଜିଲ୍ଲାରେ…

ଆକ୍ସନ ନେଲା ବନ ବିଭାଗ: କାଠ ମାଫିଆଙ୍କ…

ଓଏଲ୍‌ ବ୍ୟୁରୋ: ବନ୍ୟଜନ୍ତୁ ଚାଲାଣରେ ସମ୍ପୃକ୍ତ ଥିବା ଜଣେ କାଠ ମାଫିଆ ଘରେ ଚାଲିଛି ଖୋଳତାଡ଼। କଣ୍ଟାବାଞ୍ଝିର ଜଣେ କାଠ ମାଫିଆ ଘରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଘର ଭିତରୁ ଲକ୍ଷାଧିକ ଟଙ୍କାର ଅନେକ ବେଆଇନ ଆସବାବପତ୍ର ଜବତ କରାଯାଇଛି। କଂଟାବାଞ୍ଜି ତହସିଲଦାର ଉପସ୍ଥିତିରେ ଚଢାଉ କରାଯାଉଛି।…

ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ: ଏକ…

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କାଶୀପୁର ବ୍ଲକ ଟିକିରିରେ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ କରିଥିବା ଖବର ସାମ୍ନାକୁ ଆସିଛି। ରାତି ଅଧରେ ୧୨ଟି ବାଇକ୍ ଜାଳିଦେଲେ ଦୁର୍ବୃତ୍ତ। ଏକ ଫାଇନାନ୍ସ ସଂସ୍ଥାର ଅଫିସ ପରିସରରେ ନିଆଁ ଲଗାଇବା ସହ ୧୨ଟି ବାଇକ୍ ଜାଳିଦେଲେ। ଅଫିସ୍ କବାଟ ବାହାର ପଟୁ ବନ୍ଦ କରି ନିଆଁ ଲଗାଇ…

ଏସିଆନ୍‌ ଗେମ୍ସ: ସୁଟିଂରେ ପୁଣି ଭାରତକୁ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ। ଅଜୁର୍ନ ଚିମା, ସରବଜୋତ ସିଂ,…

ସମୁଦ୍ରରେ ଗାଧୋଇବା ହେଲା କାଳ, ଜୁଆରରେ…

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ମୃତକ ହେଲେ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ ଓରାମ। ୨୧ ଜଣ ତୀର୍ଥଯାତ୍ରୀଙ୍କ ସହ ପୁରୀ ବୁଲିବାକୁ ଆସିଥିବା ସୂଚନା ରହିଛି। ସମୁଦ୍ରରେ ଗାଧୋଇବା ବେଳେ ଜୁଆରରେ ଭାସି ଯାଇଥିଲେ ବିଶାଲ ଓରାମ। ପରେ ତାଙ୍କ ମୃତ୍ୟୁ…

ଛଟେଇ କରିବ ବାୟଜୁ କମ୍ପାନୀ, ସଙ୍କଟରେ…

ଓଏଲ୍‌ ବ୍ୟୁରୋ: ବିଶ୍ବର ବଡ଼ ବଡ଼ କମ୍ପାନୀ ଗୁଡ଼ିକରେ ଚାଲିଛି ଛଟେଇ ପ୍ରକ୍ରିୟା। ଟ୍ବିଟର, ଆମାଜନ, ଗୁଗୁଲ, ଇଣ୍ଟେଲ ଭଳି ବଡ଼ ସଂସ୍ଥା ବଡ଼ ଧରଣର ଛଟେଇ କରିଛନ୍ତି। ଏବେ ଏହି କ୍ରମରେ ସାମିଲ୍‌ ହୋଇଛି ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ। ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି। କମ୍ପାନୀର…

ନାରାୟଣ ମନ୍ଦିରକୁ ୨୧ ଟଙ୍କା ଦାନକଲେ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଟିକେ ଭିନ୍ନ ଧରଣର ପ୍ରସଙ୍ଗ ପାଇଁ ଚର୍ଚ୍ଚାରେ ଅଛନ୍ତି ନରେନ୍ଦ୍ର ମୋଦି। ରାଜସ୍ଥାନର ଗୁର୍ଜର ସମ୍ପ୍ରଦାୟର ଆରାଧ୍ୟ ଦେବତା ଦେବନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ। ଆଉ ଏକ ଲଫାପା ମନ୍ଦିର ଦାନବାକ୍ସରେ ପକାଇଥିଲେ। ୯ ମାସ ପରେ ଏବେ…

ଲକ୍ଷାଧିକ ଟଙ୍କା ନେଇ ପୋଷ୍ଟମାଷ୍ଟର…

ଓଏଲ୍‌ ବ୍ୟୁରୋ: ଚାନ୍ଦବାଲିର ଉଗ୍ରତାରା ପୋଷ୍ଟ ଅଫିସରୁ ଲୋକଙ୍କ ଜମା ଟଙ୍କା ଗାଏବ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଜମାକାରୀ ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆଣିଛନ୍ତି। ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଲୋକଙ୍କ ହୋହଲ୍ଲା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଷ୍ଟ ଅଫିସରେ…

ରାଜ୍ୟରେ ବର୍ଷା ସମ୍ଭାବନା: ୧୩ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: ଆଜିଠୁ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଘଡ଼ଘଡି ସହ ବର୍ଷା ନେଇ ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ନୂଆପଡା, କନ୍ଧମାଳ, ଗଜପତି, ସୁନ୍ଦରଗଡ଼,…