Odisha Link
Bridging the Missing Links in Odisha
Monthly Archives

September 2023

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ରାଜରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ବାଇକ ସହ ସ୍କୁଟି ଧକ୍କା ହୋଇଥିବା ଜଣା ପଡିଛି। ସ୍କୁଲ ଯାଉଥିବା ସମୟରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଧକ୍କାରେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ବୈରାଗିବାହଲ…

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ: କୃଷି ଓ…

ଓଏଲ୍‌ ବ୍ୟୁରୋ: ଚତୁର୍ଥ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଥିବାବେଳେ ପ୍ରଶ୍ନକାଳରେ ଆରମ୍ଭରୁ ଡାଲି ଜାତୀୟ ଚାଷ ଜମି ପ୍ରୋତ୍ସାହନରେ ଗୃହ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ବିଧାୟକ ଭୂପିନ୍ଦର ସିଂଙ୍କ…

ଓଏଏସ୍ ସ୍ତରରେ ଅଦଳବଦଳ: ୧୪…

ଓଏଲ୍ ବ୍ୟୁରୋ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ୧୪ ପଦାଧିକାରୀଙ୍କ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମହେଶ କୁମାର ଚୌଧୁରୀଙ୍କୁ ଏମଏସ.ଏମଇ ବିଭାଗର ଅତିରିକ୍ତ ଦାଇତ୍ୱ ମିଳିଛି। ପୂର୍ବରୁ ମହେଶ କୁମାର ଚୌଧୁରୀ ବ୍ରହ୍ମପୁରର ଅତିରିକ୍ତ କମିଶନର ଭାବେ ଦାଇତ୍ୱ ନିର୍ବାହ…

ହ୍ରାସ ପାଉଛି ହୀରାକୁଦ ଜଳସ୍ତର, ବନ୍ଦ…

ଓଏଲ୍‌ ବ୍ୟୁରୋ: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଆଜି ଆଉ ୬ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳ ନଷ୍କାସନ ହେଉଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି…

ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ; ମାତ୍ର…

ଓଏଲ୍‌ ବ୍ୟୁରୋ: ଚୀନରେ ଚାଲିଥିବା ଏସିଆନ୍‌ ଗେମ୍ସରେ ବିଶ୍ବ ରେକର୍ଡ କଲା ନେପାଳ କ୍ରିକେଟ ଟିମ୍। କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କଲା ନେପାଳ। ନେପାଳ କ୍ରିକେଟ ଟିମ୍‌ର ଦୁଇ ଜଣ ଖେଳାଳି କଲେ ୫ ବିଶ୍ବ ରେକର୍ଡ। ଏଥିସହିତ ନେପାଳ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସର୍ବାଧିକ ସ୍କୋର କରି ବିଶ୍ବ…

ଏସିଆନ୍ ଗେମ୍ସ: ଭାରତ ପାଇଁ ସ୍ୱର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସିଆନ୍ ଗେମ୍ସରେ ସିଫ୍ଟ କୌର ସମ୍ରା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ସୁଟର ସିଫ୍ଟ କୌର ସମ୍ରା ୫୦ ମିଟର ରାଇଫଲ ଇଭେଣ୍ଟରେ…

କେନ୍ଦ୍ରର ନିଷ୍ପତ୍ତି: ସେନାବାହିନୀ…

ଓଏଲ୍‌ ବ୍ୟୁରୋ: ଅରୁଣାଚଳ ଓ ନାଗାଲ୍ୟାଣ୍ଡକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି। ସେନାବାହିନୀ ନିୟନ୍ତ୍ରଣରେ ରହିବ ଅରୁଣାଚଳ ଓ ନାଗାଲ୍ୟାଣ୍ଡ। ଅରୁଣାଚଳ ଓ ନାଗାଲ୍ୟାଣ୍ଡରେ ଆର୍ମଡ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟ ବୃଦ୍ଧି କରାଯିବ। ଅଶାନ୍ତ ଅଞ୍ଚଳ ଘୋଷଣା କରି ଆର୍ମଡ ଫୋର୍ସେସ୍‌…

ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ୍‌…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ସ୍କ୍ରବ୍‌ ଟାଇଫସ୍‌। ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଆଜି ଆଉ ୬ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ…

ଏସୀୟ କ୍ରୀଡ଼ା: ଭାରତକୁ ମିଳିଲା ଚତୁର୍ଥ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା।…

ବିବାହ ଉତ୍ସବ ବେଳେ ମୃତ୍ୟୁର ତାଣ୍ଡବ,…

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିିଥିଲା ବାହାଘର। ହଠାତ୍‌ ଘଟିଲା ଭୟଙ୍କର ଅଘଟଣ। ଯାହାଫଳରେ ବର-କନ୍ୟା ସମେତ ଚାଲିଗଲା ୧୦୦ରୁ ଉର୍ଦ୍ଧ୍ବ ଜୀବନ। ଆଉ ୧୫୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଥିବା ଜଣାଯାଇଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି…