Odisha Link
Bridging the Missing Links in Odisha
Daily Archives

October 4, 2023

ଏସୀୟ କ୍ରୀଡ଼ା: ଭାରତ ପାଇଁ ରୌପ୍ୟ ଆଣିଲେ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଭାରତକୁ ଆଉ ଏକ ରୌପ୍ୟ ମିଳିଛି। ଏସୀୟ କ୍ରୀଡ଼ା ମହିଳା ବକ୍ସିଂରେ ଭାରତକୁ ରୌପ୍ୟ ମିଳିଛି। ୭୫ କେଜି ବର୍ଗରେ ଲଭଲିନା ରୌପ୍ୟ ହାସଲ କରିଛନ୍ତି। ୧୬ ସ୍ୱର୍ଣ୍ଣ, ୨୭ ରୌପ୍ୟ, ୩୧ ବ୍ରୋଞ୍ଜ…

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜୁ ଜନତା ଦଳ ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛି। ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ…

ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଲୁଗୁନଙ୍କ…

ଓଏଲ୍ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବାବେଳେ ଦୁଇ ମୃତ୍ୟୁ ମାମଲାକୁ ନେଇ ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଦୁଇଟି ଯାକ ମୃତ୍ୟୁ ଘଟଣାରେ କୌଣସି ସଂଯୋଗ ନାହିଁ। ଏଏସଆଇ ଆଲିଶା ଲୁଗୁନ୍…

ଓଡ଼ିଶା ହାଇକୋର୍ଟର କାର୍ଯ୍ୟ ନିର୍ବାହ…

ଓଏଲ୍ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଡ. ଏସ୍‌. ମୁରଲୀଧର ସୋମବାର ଅବସର ଗ୍ରହଣ କରିବା ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ୨୦୨୩ ଅଗଷ୍ଟ ୮ରେ ଶପଥ ଗ୍ରହଣ କରିଥିଲେ।…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ-ନିର୍ବାଚନ:…

ଓଏଲ୍ ବ୍ୟୁରୋ: ଆଜି ଗଞ୍ଜାମ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନ ହୋଇଛି। ଏଥର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ ନିର୍ବାଚନ ବାତିଲ ହୋଇଥିଲା। ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବିପିନ ଗୋଷ୍ଠୀ ବାଜିମାରିଛନ୍ତି। ବିପିନ ପ୍ରଧାନ ଗୋଷ୍ଠୀର…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ଓଏଲ୍ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜାମିନ ମିଳିଛି। ଲାଲୁଙ୍କ ସହ ପତ୍ନୀ ରାବ୍‌ରି, ପୁଅ ତେଜସ୍ବୀ ଓ ଝିଅ ମିସାଙ୍କୁ ଜାମିନ୍‌ ମିଳିଥିବାବେଳେ…

ଏସିଆନ୍‌ ଗେମ୍ସ: ଭାରତର ପଦକ ସଂଖ୍ୟା ୭୦…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଭାରତକୁ ଆଉ ଏକ ବ୍ରୋଞ୍ଜ ମିଳିଛି। ଏସୀୟ କ୍ରୀଡ଼ା ସ୍କ୍ୱାସ୍‌ରେ ଭାରତକୁ ଆଉ ଏକ ବ୍ରୋଞ୍ଜ ମିଳିଛି। ଅନାହତ-ଅଭୟଙ୍କ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିଭଳି ଏସୀୟ କ୍ରୀଡ଼ାରେ…

ଓଡ଼ିଶାରେ ଓବିସିଙ୍କ ସଂଖ୍ୟା କେତେ?…

ଓଏଲ୍‌ ବ୍ୟୁରୋ: ନିକଟରେ ବିହାର ସରକାର ଜାତିଭିତ୍ତିକ ଗଣନା ରିପୋର୍ଟ ସାର୍ବଜନୀନ କରିଥିଲେ। ରିପୋର୍ଟ ପ୍ରକାଶ କରିବା ପ୍ରସଙ୍ଗକୁ ନେଇ ଏବେ ବି ସୁପ୍ରିମକୋର୍ଟରେ ଚାଲିଛି ଛକାପଞ୍ଝା। ଏପରିକି ଜାତୀୟ ରାଜନୀତିରେ ମଧ୍ୟ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଆଉ ଏପଟେ ଓଡ଼ିଶାର ଓବିସି ରିପୋର୍ଟକୁ ନେଇ…

ବିଜେଡିରୁ ବିଦା ହେଲେ ଅନୁଗୁଳର ୨ ଯୁବ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଆକ୍ସନ ମୋଡରେ ବିଜୁ ଜନତା ଦଳ। ବିଜେଡିରୁ ସସପେଣ୍ଡ୍ ହେଲେ ଅନୁଗୁଳର ଦୁଇ ଯୁବ ନେତା। ଦଳ ବିରୋଧୀ…

ରହସ୍ୟ ଘେରରେ ଜିଆରଏସ୍‌ଙ୍କ ମୃତ୍ୟୁର…

ଓଏଲ୍‌ ବ୍ୟୁରୋ: ଗଞ୍ଜାମର ଜଣେ ପଞ୍ଚାୟତ ଜିଆରଏସ୍‌ଙ୍କୁ ନିର୍ମମ ହତ୍ୟା କରାଯାଇଥିବା କୁହାଯାଉଛି। ବେଗୁନିଆପଡ଼ା କନିଆରିବାଡ଼ି ଠାରେ ଥିବା କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଜିଆରଏସ ଜଣକ ହେଲେ ସୁଶୀଲ କୁମାର ମହାନ୍ତି। ସୁଶୀଲ ଉସ୍ତାପଡ଼ା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ। ହତ୍ୟାର…