Odisha Link
Bridging the Missing Links in Odisha
Daily Archives

October 5, 2023

ସିକ୍କିମରେ ଭୟଙ୍କର ବନ୍ୟା: ଓଡ଼ିଆ ଯବାନ…

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ପରର ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ନଦୀ ଗର୍ଭରେ ପୋତି ହୋଇଛି ଅନେକ ସେନା ଟ୍ରକ୍। ମାଟି ଅତଡ଼ା ଭିତରୁ ଜୀବନ ଖୋଜିବାକୁ ପ୍ରୟାସ ଚାଲିଛି। ବନ୍ୟାରେ ଭାସି ୨୨ ଯବାନ ନିଖୋଜ ଥିବା ଜଣା ପଡିଛି। ଏହା ସହ ଜଣେ ଓଡ଼ିଆ ଯବାନ…

ରାୟଗଡ଼ାରେ ପ୍ରତିଷ୍ଠା ହେବ ଆଲୁମିନିୟମ…

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କାଶୀପୁରରେ ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ସହ ହିଣ୍ଡାଲକୋର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ରାୟଗଡା କଂସାରିଗୁଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ହିଣ୍ଡାଲୋକ ପ୍ରତିଷ୍ଠା କରିବ। ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଡିଜେ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଏହି ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟରେ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ନବଙ୍କ ଭାଇ ରାଜକିଶୋର ଦାସ ଓ ଅନ୍ୟ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଭିସି ମାଧ୍ୟମରେ ଚୌଦ୍ୱାର…

ବିନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ଏଥର ବିନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ବିଶ୍ବକପ୍।ମହାକୁମ୍ଭର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ମହାକୁମ୍ଭର ପ୍ରଥମ ମୁକାବିଲାରେ…

ଛାତ୍ର ସଂସଦ ନିର୍ବାଚନ ମାମଲା: ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଏଥର ବି ଛାତ୍ର ସଂସଦ ନିର୍ବାଚନ ହେବନି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ। ଯେଉଁଥିପାଇଁ କ୍ୟାମ୍ପସରେ ନିର୍ବାଚନ ନ…

ଚର୍ଚ୍ଚାରେ ବିଧାୟକ ବିଜୟ, ବିବାହ ଆବେଦନ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ଏଥର ସେ ବିବାହ କରିବା ନେଇ ଆବେଦନ କରିବା ପରେ ଚର୍ଚ୍ଚାଳି ଆସିଛନ୍ତି। କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଗତ ୨୧ ତାରିଖରେ ଆବେଦନ କରିଥିବା ନେଇ ଖବର ମିଳିଛି। ଯାହାକୁ ନେଇ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ…

ବାଣଗଦାରେ ଚଢିଗଲା କାର୍, ବିସ୍ଫୋରଣରେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ କାର୍ ଚଢିଯାଇଛି। ବାଣଗଦାରେ କାର୍ ଚଢିଯିବା ପରେ ଘଟଣାସ୍ଥଳରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବାଣଗଦାରେ କାର୍ ଚଢିବା ପରେ ବିସ୍ଫୋରଣ ଦ୍ୱାରା କାର୍‌ର ବ୍ୟାପକ କ୍ଷତି…

ପାର୍ବଣ ଋତୁକୁ ନେଇ ପୂର୍ବ ପ୍ରସ୍ତୁତି;…

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଦୁର୍ଗାପୂଜାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀ…

ଏସୀୟ କ୍ରୀଡ଼ା: ସ୍କ୍ୱାସରେ ଭାରତକୁ ଆଉ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସ୍କ୍ୱାସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ ଯୋଡ଼ିକୁ…

ଚର୍ଚ୍ଚାରେ ଶିଳ୍ପପତି ରାମସ୍ୱାମୀଙ୍କ…

ଓଏଲ୍‌ ବ୍ୟୁରୋ: ଶିଳ୍ପପତି ରାମସ୍ୱାମୀଙ୍କ ବିଜ୍ଞାପନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ପିଲାଙ୍କ ଦେଖାଶୁଣା କରିବା ପାଇଁ ମହିଳାଙ୍କୁ ମାସକୁ ପାଖାପାଖି ୮୩ ଲକ୍ଷ ଟଙ୍କ ଦରମା ମିଳିବ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ବିବେକ ରାମସ୍ୱାମୀ ଏଭଳି…