Odisha Link
Bridging the Missing Links in Odisha
Daily Archives

October 5, 2023

ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌ ଭୟ:…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ବର୍ତ୍ତମାନ କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା…

ଏନ୍‌ଡିଏ ଛାଡ଼ିଲେ ଅଭିନେତା ତଥା ରାଜନେତା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେଏନଡିଏରୁ ଓହରିଲେ ପୱନ କଲ୍ୟାଣ। ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଏନଡିଏ ଛାଡ଼ିଥିବା ଘୋଷଣା…

ଆଜି ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି…

ଓଏଲ୍ ବ୍ୟୁରୋ: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମଦିନ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ…

ଓଟିପି ସେୟାରିଂ ମାମଲା: ସାମ୍ନାକୁ ଆସିଲା…

ଓଏଲ୍ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି। ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ ପାକିସ୍ତାନ କୋଟି କୋଟି ଖର୍ଚ୍ଚ କରିଥିଲା। ରିମାଣ୍ଡ ବେଳେ ଅଭିଯୁକ୍ତ ତଦନ୍ତକାରୀ ସଂସ୍ଥା ଆଗରେ ସତ କହିଲା। ଖବର ଅନୁସାରେ,…

ବିଶ୍ବକପ୍‌: ୪୮ ବର୍ଷର ଇତିହାସରେ ଭାରତ…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ମହାକୁମ୍ଭର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ଏସୀୟ କ୍ରୀଡ଼ା: ତୀରନ୍ଦାଜୀରେ ଭାରତକୁ ଆଉ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଏହି ସଫଳତା ହାସଲ କରିଛନ୍ତି।…

ଦୁଇ ମହିଳା ସରକାରୀ ଅଧିକାରୀଙ୍କ ମୃତ୍ୟୁ…

ଓଏଲ୍ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବାବେଳେ ଦୁଇ ମୃତ୍ୟୁ ମାମଲାକୁ ନେଇ ଚର୍ଚା ବଢ଼ିବାରେ ଲାଗିଛି। ଉଭୟ ଘଟଣାର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମହିଳା…

ଆଜି ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ…

ସିକ୍କିମରେ ଭୟଙ୍କର ବନ୍ୟା: ଶତାଧିକ…

ଓଏଲ୍ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ସାମ୍ନାକୁ ଆସିଛି। ବନ୍ୟାରେ ଭାସି ୨୨ ଯବାନ ନିଖୋଜ ଥିବା ଜଣା ପଡିଛି। ଏହା ସହ ଜଣେ ଓଡ଼ିଆ ଯବାନ ହାବିଲଦାର ସରୋଜ କୁମାର ଦାସ ମଧ୍ୟ ନିଖୋଜ ହୋଇଛନ୍ତି। ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ହୋଇଛି। ବନ୍ୟା…