Odisha Link
Bridging the Missing Links in Odisha
Daily Archives

October 11, 2023

ଭାରି ପଡ଼ିଲା ଅନ୍‌ଲାଇନ୍ ଗେମ୍‌…

ଓଏଲ୍‌ ବ୍ୟୁରୋ: ଅନ୍‌ଲାଇନ୍ ଗେମ୍‌ ଆପ୍ଲିକେସନ ମାଧ୍ୟମରେ ଲୁଟ ହୋଇଥିବା ଖବର ସାମ୍ନାକୁ ଆସିଛି। ସମଲିଙ୍ଗୀ ସଂପର୍କ ରଖି ବ୍ଲାକମେଲିଂ ଓ ପରେ ଦେଢ଼ ଲକ୍ଷ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅନ୍‌ଲାଇନ୍ ଗେମ୍‌ ଆପ୍ଲିକେସନରେ ପ୍ରଥମେ ଚାଟ୍ କରୁଥିଲେ ଅଭିଯୁକ୍ତ। ସମଲିଙ୍ଗୀ ସଂପର୍କ ପାଇଁ ଆଗ୍ରହୀ…

ରାଜରାସ୍ତାରେ ଉଡ଼ିଲା ଟଙ୍କା, ରିଜର୍ଭ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ରାଜରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଟଙ୍କା ଉଡ଼ିଥିବା ଖବର ସାମ୍ନାକୁ ଆସିଛି। ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ଉଡ଼ିଲା। ଏହି ଟଙ୍କା ରିଜର୍ଭ ବ୍ୟାଙ୍କ ସାମ୍ନାରେ ଅସନ୍ତୁଷ୍ଟ ଗ୍ରାହକ…

ରାଜ୍ୟରେ ଖୋଲିବ ଆଉ ୭ଟି ନୂଆ ନର୍ସିଂ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲିବ। କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ସହ ୭ଟି ସ୍ଥାନରେ ନୂଆ ନର୍ସିଂ କଲେଜ ସ୍ଥାପନ କରାଯିବ। ପ୍ରତି ନର୍ସିଂ କଲେଜ ପାଇଁ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଛି। ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ରାଜ୍ୟ…

ଆହୁରି ସଶକ୍ତ ହେବେ ମହିଳା, ମିଶନଶକ୍ତି…

ଓଏଲ୍‌ ବ୍ୟୁରୋ: ଆହୁରି ସଶକ୍ତ ହେବେ ମହିଳା। ମହିଳାମାନଙ୍କ ଆର୍ଥିକ ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମିଶନଶକ୍ତି ସ୍କୁଟର ଯୋଜନାର…

ଗଙ୍ଗା ଜଳରେ ୧୮ ପ୍ରତିଶତ ଜିଏସ୍‌ଟି;…

ଓଏଲ୍‌ ବ୍ୟୁରୋ: ହିନ୍ଦୁଧର୍ମ ଓ ପରମ୍ପରାର ଏକ ପ୍ରତୀକ ଗଙ୍ଗା ଜଳ। ତେବେ ଏହି ଗଙ୍ଗା ଜଳରେ ୧୮ ପ୍ରତିଶତ ଜିଏସଟି ଲାଗିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୪ ଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ତେଜିଲା ରାଜନୀତି। ଶାସକ ଦଳ ବିଜେପି ହିନ୍ଦୁଧର୍ମ ଓ…

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ ହୋଇପଡିଥିବା ଖବର ସାମ୍ନାକୁ ଆସିଛି। ଥ୍ରୋଟ କ୍ୟାନସରରେ ସ୍ୱରୂପ ନାୟକ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ୪ ଦିନ ହେବ…

ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା;…

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ରେ ଆଜି ନବମ ମୁକାବିଲା ଖେଳାଯିବ। ଦିଲ୍ଲୀରେ ଅପରାହ୍ନ ୨ଟାରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ। ପ୍ରଥମ ମ୍ୟାଚରେ କଙ୍ଗାରୁବାହିନୀ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା…

ସଡ଼କ ଦୁର୍ଘଟଣା: ହାଇୱା-ଆମ୍ବୁଲାନ୍ସ…

ଓଏଲ୍‌ ବ୍ୟୁରୋ: କେନ୍ଦୁଝର ଘଟଗାଁ ପିପିଳିଆ ନିକଟରେ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଇୱା ଧକ୍କାରେ ଆମ୍ବୁଲାନ୍ସ ଭାଙ୍ଗି ଚୁରମାର୍‌ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କଟକରୁ ରୋଗୀ ଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି…

ଜାରି ରହିଛି ଇସ୍ରାଏଲ-ହମାସ ଯୁଦ୍ଧ; ସୁନା…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ…

ଜେଲ୍‌ରେ ଥିବା କଏଦୀ ସାବଧାନ, ଏଣିକି…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ଜେଲ୍‌ରେ ଥିବା କଏଦୀ ସାବଧାନ। ଏଣିକି ଜେଲ୍‌ରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ୍‌। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅତ୍ୟାଧୁନିକ ଏନଏଲଜେଡି (NLJD) ମେସିନ୍ ଲଗାଯାଇଛି। ତେବେ ଏହି ମେସିନ ଦ୍ୱାରା ଯେଉଁ କଏଦୀ ଲୁଚାଇକି ମୋବାଇଲ ବ୍ୟବହାର କରୁଥିବେ ଧରାପଡିବେ।…