Odisha Link
Bridging the Missing Links in Odisha
Daily Archives

October 12, 2023

ପରିବହନ କ୍ଷେତ୍ରରେ ଯୋଡ଼ି ହେଲା ନୂଆ…

ଓଏଲ୍‌ ବ୍ୟୁରୋ: ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ୧୯୨ କୋଟି ବ୍ୟୟରେ ୧୮ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଏହା ସହ ୯୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସବୁଜ ପତାକା ଦେଖାଇ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଚିକିତ୍ସାଳୟରେ ଉନ୍ମୁକ୍ତକାଣ୍ଡ: ରୋଗୀ…

ଓଏଲ୍‌ ବ୍ୟୁରୋ: ଚିକିତ୍ସାଳୟରେ ଉନ୍ମୁକ୍ତକାଣ୍ଡ। ରାଜଧାନୀରେ ଘଟିଥିବା ଏଭଳି ଏକ ଘଟଣାର ସିସିଟିଭି ଭିଜୁଆଲ ଦେଖିବାକୁ ମିଳିଛି। ଯାହା ଅତି ଆଶ୍ଚର୍ଯ୍ୟ ଜନକ। ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଘରୋଇ ମେଡିକାଲରେ ଡାକ୍ତର ନର୍ସ ଓ ସିକ୍ୟୁରୁଟିଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଛନ୍ତି। କିଛି…

ଚିକିତ୍ସା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ। କେବଳ ଏତିକି ନୁହେ ବରଂ ଲିଖିତ ଆକାରରେ ଲୋକଙ୍କ ପାଖରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହାରି ମଧ୍ୟରେ ସମ୍ବଲପୁରର କୌଶିକ ସାହୁ ନାମକ ଜଣେ ବ୍ୟକ୍ତି ଲିଖିତ…

ସଫଳତା ଅଭିମୁଖେ ଇସ୍ରୋ, ଆସନ୍ତା ୨୧…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ। ଚଳିତ ମାସ ୨୧ ତାରିଖରେ ‘ଗଗନଯାନ’ର ପରୀକ୍ଷଣ ମହାକାଶ ଉଡାଣ ଅର୍ଥାତ୍ ‘ଗଗନଯାନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍‌କ୍ଷେପଣ ଅନୁଷ୍ଠିତ ହେବ। ଚନ୍ଦ୍ରଯାନ ଅଭିଯାନ ସହ ଜଡିତ…

ମନେ ପଡ଼ନ୍ତି ଓଡ଼ିଆ ସଙ୍ଗୀତ ଜଗତର…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ବେତାଜ ବାଦଶାହାଙ୍କର ଆଜି ଜନ୍ମ ଜୟନ୍ତୀ। ଓଡ଼ିଶାର ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସୁଲେଖକ ଅକ୍ଷୟ ମହାନ୍ତିଙ୍କ ଆଜି ଜନ୍ମ ଦିବସ। ଅକ୍ଟୋବର ମାସ ୧୨ ତାରିଖ ଦିନ କଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ଖୋକା ଭାଇ ନାମରେ ସେ ବେଶ୍ ଜଣାଶୁଣା। ଓଡିଆ ସଂଗୀତ ଜଗତ…

ବିହାର ରେଳ ଦୁର୍ଘଟଣା: ସ୍ଥିତି ପରଖିଲେ…

ଓଏଲ୍‌ ବ୍ୟୁରୋ: ବିହାର ବକ୍ସର ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରୁ ଗୁହ୍ବାଟିର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ୯.୩୫ରେ ରଘୁନାଥପୁର ରେଳ ଷ୍ଟେଶନରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ଟ୍ରେନ୍‌ର ୨୧ଟି…

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍…

ମିଶନଶକ୍ତି ବିପିସିଙ୍କୁ ଆକ୍ରମଣ, ଘଟଣାରେ…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରେ ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖାଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ୫ ସମର୍ଥକଙ୍କୁ ଅଟକ ରଖାଯାଇଛି। ଏହା ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ଫେରାର ଥିବା ସୂଚନା ମଧ୍ୟ…

ଇସ୍ରାଏଲ-ହମାସ ଯୁଦ୍ଧ ଜାରି; ଇରାନକୁ…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ଷଷ୍ଠ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା…

ଆଜି ‘ଲକ୍ଷ୍ମୀ’ ବସ୍‌…

ଓଏଲ୍‌ ବ୍ୟୁରୋ: ଏଣିକି ପଞ୍ଚାୟତରୁ ବ୍ଲକ୍, ସଦରମହକୁମା ଓ ରାଜଧାନୀକୁ ଯିିବା ହେବ ସହଜ। କାରଣ ଆଜିଠୁ ଗ୍ରାମାଞ୍ଚଳରେ ଗଡ଼ିବ 'ଲକ୍ଷ୍ମୀ'।ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦିନରେ ଗଡିବ ୩୬ଟି ବସ। ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ…