Odisha Link
Bridging the Missing Links in Odisha
Daily Archives

October 16, 2023

ଏସ୍‌ବିଆଇ ୟୁପିଆଇ ସେବାରେ ବଡ଼ଧରଣର…

ଓଏଲ୍‌ ବ୍ୟୁରୋ: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସର୍ଭର ଅଚଳ ହୋଇପଡ଼ିଛି। ଫଳରେ ସମସ୍ତ ପ୍ରକାରର ଡିଚିଟାଲ ବ୍ୟାଙ୍କିଙ୍ଗ; ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ୟୋନୋ ଆପ୍‌, କ୍ରେଡିଟ୍‌ କାର୍ଡ ପେମେଣ୍ଟ୍‌ ଭଳି ଅନେକ ସେବା ପ୍ରଭାବିତ ହୋଇଛି ଏବଂ ଗ୍ରାହକମାନେ…

ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ…

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ…

ଓଏଲ୍‌ ବ୍ୟୁରୋ: ପରଲୋକରେ ଗୀତିକାର ବିନୋଦୀନି ଦେବୀ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର। ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଢେର ଅବଦାନ ରହିଛି। ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ…

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା। ଭୂମିକମ୍ପରେ ଦୋହଲି ଗଲା ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଥିବା ବିଭିନ୍ନ ସ୍ଥାନ। ଉତ୍ତରାଖଣ୍ଡରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରେକର୍ଡ କରାଯାଇଛି। ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଭୂମିକମ୍ପ ଅନୁଭୂତ…

ପାଖେଇ ଆସୁଛି ଦୁର୍ଗାପୂଜା, ସଜେଇ ହେଲାଣି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ପାର୍ବଣର ଋତୁ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଦୁର୍ଗାପୂଜା ପାଇଁ ସଜେଇ ହେଲାଣି ଗାଁଠୁ ସହର। ବଡ ବଡ ତୋରଣରେ ସଜେଇ…

ଟ୍ରକ୍-ବୋଲେରୋ ଧକ୍କା: ୨ ମୃତ, ୨ ଗୁରୁତର

ଓଏଲ୍‌ ବ୍ୟୁରୋ: କଣ୍ଟାବାଞ୍ଜି ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକ୍-ବୋଲେରୋ ଧକ୍କା। ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରୁ ଟ୍ରକ…

ବାଘ ଗଣନା ପ୍ରସ୍ତୁତି; ୮ଟି ସର୍କଲରେ…

ଓଏଲ୍‌ ବ୍ୟୁରୋ: ବାଘ ଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୮ରୁ ବାଘ ଗଣନା ଆରମ୍ଭ ହୋଇ ୨୫ ଯାଏ ଚାଲିବ। ଗତ କିଛି ମାସ ପୂର୍ବରୁ ଏନଟିସିଏ ବାଘ ଗଣନା କରିଥିଲା। ବାଘ ସଂଖ୍ୟା କମ୍‌ ଥିବା ଏନଟିସିଏ ରିପୋର୍ଟ ଦେଇଥିଲା। ଏନଟିସିଏ ତଥ୍ୟ ଭୁଲ୍ ଥିବା କହି ପୁଣି ଗଣନା କରାଯିବ। ୮ଟି…

ଚିନ୍ତା ବଢ଼ାଉଛି ସ୍କ୍ରବ୍‌ ଟାଇଫସ୍‌:…

ଓଏଲ୍‌ ବ୍ୟୁରୋ: ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ କରାଯାଇଛି।…

୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ୫ମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ…

ଜୀବନ ଯୁଦ୍ଧରେ ହାରିଗଲେ ଯୁଧିଷ୍ଠିର

ଓଏଲ୍‌ ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବାବେଳେ ୭୩ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଯୁଧିଷ୍ଠିର ସାମନ୍ତରାୟ। ଯୁଧିଷ୍ଠିର ସାମନ୍ତରାୟ ଜଣେ ଓଡ଼ିଆ ରାଜନୀତିଜ୍ଞ ଭାବେ ଖୁବ ଜଣା ଶୁଣା। ସେ ଓଡ଼ିଶା…