ପାର୍ବଣ ସମୟରେ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ; ୧୫ ଜଣଙ୍କୁ ଗିରଫ କଲା ପୁଲିସ

ଓଏଲ୍ ବ୍ୟୁରୋ: ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ଭୁବନେଶ୍ୱର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚୋରା ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି। ଶହ ଶହ ଲିଟର ରନ୍ଧାମଦ ନଷ୍ଟ ସହ ମଦ ତିଆରି ସାମଗ୍ରୀ ଜବତ କରିଛି। ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ୧୫ ଜଣଙ୍କୁ ଗିରଫ କରାଯାଇଛି।