ବଡ଼ ଖବର : ସ୍ଥଗିତ ରହିଲା ବସ୍ ଧର୍ମଘଟ
![](https://www.odishalink.com/wp-content/uploads/2023/10/BUS-1.jpg)
ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର। ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜି ରାତିରୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।