Odisha Link
Bridging the Missing Links in Odisha
Daily Archives

October 20, 2023

ପାର୍ବଣ ଋତୁରେ ବାତ୍ୟା ଭୟ, ଆସନ୍ତା ୨୪…

ଓଏଲ୍‌ ବ୍ୟୁରୋ: ପାର୍ବଣ ଋତୁରେ ପୁଣିଥରେ ବାତ୍ୟା ଭୟ। ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା। ଆସନ୍ତା ୨୪ ଘଣ୍ଟାରେ ସାମୁଦ୍ରିକ ଝଡର ରୂପ ନେଇବାର ଆଶଙ୍କା ରହିଛି। ଆସନ୍ତା ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଥିବାବେଳେ ଭାରତ ପାଇଁ ବିପଦ ନଥିବା ସୂଚନା ରହିଛି। ଓମାନ ଓ ୟେମେନ…

ନଭେମ୍ବର ୨୭ରୁ ଐତିହାସିକ କଟକ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଏଥର ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ…

ଗଜପତିରେ ଗଡ଼ିବ ଲକ୍ଷ୍ମୀ ବସ୍, ଶୁଭାରମ୍ଭ…

ଓଏଲ୍‌ ବ୍ୟୁରୋ: ଆଜି ଗଜପତିରେ ଲକ୍ଷ୍ମୀ ବସ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ରାଜ୍ୟର ବିକାଶରେ ସହଯୋଗ କରିବ ଲକ୍ଷ୍ମୀ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା। ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ…

ପାର୍ବଣ ସମୟରେ ଆକ୍ସନ ମୋଡ଼ରେ ଅବକାରୀ…

ଓଏଲ୍‌ ବ୍ୟୁରୋ: ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ଭୁବନେଶ୍ୱର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚୋରା ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି। ଶହ ଶହ ଲିଟର ରନ୍ଧାମଦ ନଷ୍ଟ ସହ ମଦ ତିଆରି ସାମଗ୍ରୀ ଜବତ କରିଛି। ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ…

ଆଜି ମହାଷଷ୍ଠୀ: ମା’ଙ୍କ ଆରାଧନା ପାଇଁ…

ଓଏଲ୍‌ ବ୍ୟୁରୋ: ଝଲସୁଛି ସହର। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଆଜି ଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ…

ଘରୋଇ ବସ୍‌ ଚଳାଚଳ ଠପ୍, ଯାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍‌ ଧର୍ମଘଟ ଡାକରା ଦେଇଛି ବସ୍‌ ମାଲିକ ସଂଘ। ଯାହା ଫଳରେ ସାଧାରଣ ଲୋକ ହଇରାଣ ହୋଇଛନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଛି। ଧର୍ମଘଟ ପାଇଁ ଶହ ଶହ ଯାତ୍ରୀ ବରମୁଣ୍ଡା ଷ୍ଟାଣ୍ଡରେ ଅଟକିଛନ୍ତି। ବସ୍‌ ଧର୍ମଘଟ ପାଇଁ ଚାଲିଲା OSRTCର…

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜା ସୂଚନା ଦେଇଛନ୍ତି। ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣର ଋତୁ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥର ପାର୍ବଣ ଋତୁରେ ପୁଣି ବର୍ଷା ହେବାର ଆଶଙ୍କା କରାଯାଉଛି।…

ଗଡ଼ୁନି ଘରୋଇ ବସ୍‌, ଚିନ୍ତାରେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍‌ ଧର୍ମଘଟ ଡାକରା ଦେଇଛି ବସ୍‌ ମାଲିକ ସଂଘ। ଯାହାଫଳରେ ସାଧାରଣ ଲୋକ ହଇରାଣ ହୋଇପାରନ୍ତି। ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଛି। ସଂଘ ଆହୁରି କହିଛି ଯେ, ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ। ତେବେ ଏନେଇ…