ବଦଳିଲେ ୭ ଓଏଏସ୍; ବିଶାଲ ଦେବଙ୍କୁ…
ଭୁବନେଶ୍ବର: ୭ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଲେ ରାଜ୍ୟ ସରକାର। ଏଥିସହିତ ବରିଷ୍ଠ ଆଇଏଏସ୍ ତଥା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କୁ ମିଳିଛି ଅତିରିକ୍ତ ନୂଆ ଦାୟିତ୍ବ। ଶ୍ରୀ ଦେବଙ୍କୁ ଅତିରିକ୍ତ ଦାୟତ୍ବ ଭାବେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ…