କତାରରେ ଭାରତୀୟ ନୌସେନାର ୮ ପୂର୍ବତନ…
ଓଏଲ୍ ବ୍ୟୁରୋ: ଭାରତୀୟ ବିଦେଶ ମନ୍ତ୍ରଣାଳୟକୁ ଚକିତ କଲା ଭଳି ଖବର କତାରରୁ ଆସିଲା। କତାର ଜେଲରେ ବନ୍ଦୀ ରହିଥିବା ୮ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ କତାର ଦେଲା ଫାଶୀ ଦଣ୍ଡ। ତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ…