Odisha Link
Bridging the Missing Links in Odisha
Daily Archives

October 27, 2023

ଏ ପର୍ଯ୍ୟନ୍ତ ତୁଟୁନି ବିବାଦ; ତିନି ଦିନ…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ତିନି ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ତେବେ ଆଜି ବିବାଦର ସମାଧାନ ହେବା ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ଆଶା…

ରାତି ପାହିଲେ ମା’ ଗଜଲକ୍ଷ୍ମୀଙ୍କ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ମା' ଗଜଲକ୍ଷ୍ମୀଙ୍କ ପୂଜା। ମା' ଗଜଲକ୍ଷ୍ମୀଙ୍କ ଆବାହନକୁ ନେଇ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ। ବିଶେଷ କରି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇଉଠିଛି। ରଙ୍ଗୀନ ତୋରଣ ସହ ମାଙ୍କ ସୁନ୍ଦର ମୂର୍ତ୍ତି କାର୍ଯ୍ୟ ଶେଷ ହୋଇଛି। ରାତି ପାହିଲେ ମା' ଗଜଲକ୍ଷ୍ମୀଙ୍କ…

ଆସନ୍ତାକାଲି କୁମାର ପୂର୍ଣ୍ଣିମା ଓ…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ବିଜ୍ଞାନର ବ୍ୟାଖ୍ୟାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ସମ୍ପୂର୍ଣ ବାହାରିଗଲା ପରେ…

୨୧ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ,…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ୨୧ ଦିନରେ ପହଂଚିଛି ଯୁଦ୍ଧ। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ…

ଆଗକୁ ସାଧାରଣ ନିର୍ବାଚନ, ବାଲୁକା କଳାରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ପ୍ରକାର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଅକ୍ଟୋବର ୨୭ରୁ ଡିସେମ୍ବର ୯ ଯାଏଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯିବ। ତେବେ ଏନେଇ ପୁରୀ ବେଳାଭୂମିରେ…

ଆସନ୍ତା ୨୭ରୁ ଐତିହାସିକ କଟକ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଏଥର ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ…

ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅ ପ୍ରମୋଦ…

ଓଏଲ୍‌ ବ୍ୟୁରୋ: ପାରା ଏସିଆନ୍‌ କ୍ରୀଡ଼ାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ। ପାରା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ। ନିଜ ବନ୍ଧୁ ତଥା ଭାରତର ନିତେଶ କୁମାରଙ୍କୁ ଫାଇନାଲରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବ୍ୟାଡମିଣ୍ଟନ ଏକକ ଫାଇନାଲରେ ନିଜ ଦେଶର ନିତେଶ କୁମାରଙ୍କୁ…