ବେଆଇନ ବାଣ ତିଆରି ରୋକିବାକୁ ଡିସିପିଙ୍କ…
ଓଏଲ୍ ବ୍ୟୁରୋ: ବେଆଇନ ବାଣ ତିଆରି ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବେଆଇନ ବାଣ ତିଆରି ହେଲେ ଜଣାଇବାକୁ ଡିସିପି ଅପିଲ୍ କରିଛନ୍ତି। କମିଶନରେଟ ପୁଲିସ ପକ୍ଷରୁ ହେଲପ୍ଲାଇନ୍ ନମ୍ବର ଜାରି କରାଯାଇଛି।
7077798111 ନମ୍ବରରେ ଯେ କେହି କଲ୍ କରି ଜଣାଇପାରିବେ। କଲ୍…