Odisha Link
Bridging the Missing Links in Odisha

ଅଲିଭ୍‌ ରିଡଲେ କଇଁଛଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ଆଜିଠୁ ଲାଗିଲା କଟକଣା

ଓଏଲ୍‌ ବ୍ୟୁରୋ: ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି। ଆଜିଠୁ ପାରାଦୀପରେ ୭ ମାସ ପର୍ଯ୍ୟନ୍ତ କଟକଣା ଲାଗିଲା। ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲଗାଯାଇଛି। ମେ ୩୧ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବା ପାଇଁ ବରଂ କରାଯାଇଥିବାବେଳେ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ମାରିପାରିବେନି ମତ୍ସ୍ୟଜୀବୀ। ଏବେ ଗହୀରମଥା ମୁହାଁ ହେଉଛନ୍ତି ଅଲିଭ ରିଡଲେ କଇଁଛ। ଧାମରା, ଦେବୀ, ଋଷିକୂଲ୍ୟା ମୁହାଣରୁ ମାଛ ମାରିବା ପାଇଁ ବାରଣ କରାଯାଇଛି।

Leave A Reply

Your email address will not be published.