Odisha Link
Bridging the Missing Links in Odisha
Daily Archives

November 1, 2023

କଳାହାଣ୍ଡିରେ ବିକାଶର ନୂଆ ଅଧ୍ୟାୟ,…

ଓଏଲ୍‌ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦୦ କୋଟି ଟଙ୍କାର ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ…

ବିସିସିଆଇର ବଡ଼ ନିଷ୍ପତି: ମୁମ୍ବାଇ ଓ…

ଓଏଲ୍‌ ବ୍ୟୁରୋ: ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଦୂଷଣକୁ ନଜରରେ ରଖି ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଇସିସିକୁ ଅବଗତ କରିଥିବା ଜୟ ଶାହା ସୂଚନା ଦେଇଛନ୍ତି। ଆସନ୍ତାକାଲି ମୁମ୍ବାଇରେ ଶ୍ରୀଲଙ୍କାକୁ ଭେଟିବ ଭାରତ।…

୫ ଜିଲ୍ଲାରେ ଆରମ୍ଭ ହେବ ପାଇଲଟ୍…

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ କଲେଜକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥର ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତଦୁଇ କଲେଜ। ୫ ଜିଲ୍ଲାରେ +୨ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତର ହେବ। କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ,…

ତୀବ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ,…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲର ଜୋରଦାର ଗ୍ରାଉଣ୍ଡ ଅପରେସନକୁ କଡ଼ା ବିରୋଧ କରାଯାଇଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲକୁ…

ଆଜିଠୁ ଆରମ୍ଭ ହେବ ଇକୋ ରିଟ୍ରିଟ୍,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ଏହି ସମୟରେ ପର୍ଯ୍ୟଟକ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ରସ୍ତୁତ କରାଯାଏ। ତେବେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବହୁପ୍ରତିକ୍ଷିତ ଇକୋ ରିଟ୍ରିଟ୍। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ ପର୍ଯ୍ୟଟକ ଉପଭୋଗ କରିବେ।…

ପିଛା ଛାଡ଼ୁନି ରେଳ ଦୁର୍ଘଟଣା: ଟ୍ରାକରୁ…

ଓଏଲ୍‌ ବ୍ୟୁରୋ: ପିଛା ଛାଡ଼ୁନି ରେଳ ଦୁର୍ଘଟଣା। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ…

ରାଜ୍ୟରେ ଶୀତର ଲେଉଟାଣି; ଆଜିଠୁ ଖୋଲିଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ତେବେ ଏହି ସମୟରେ ପର୍ଯ୍ୟଟକ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ରସ୍ତୁତ କରାଯାଏ। ଆଜିଠାରୁ ଖୋଲିଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ। ବନ୍ୟଜନ୍ତୁ ଏବଂ ପ୍ରକୃତିକୁ ପର୍ଯ୍ୟଟକ ନିକଟରୁ ଉପଭୋଗ କରିବେ। ରାତ୍ରି ରହଣି ପାଇଁ ୯ ଗୋଟି ତମ୍ବୁ ଘରର…

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବୃଦ୍ଧି…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନଭେମ୍ବର ମାସ। ଆଉ ମାସ ଆରମ୍ଭରୁ ମହଙ୍ଗା ମାଡ଼ ଚିନ୍ତାର ବିଷୟ ପାଲଟିଛି। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ବୃଦ୍ଧି…

ଅଲିଭ୍‌ ରିଡଲେ କଇଁଛଙ୍କ ପାଇଁ କଡ଼ା…

ଓଏଲ୍‌ ବ୍ୟୁରୋ: ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି। ଆଜିଠୁ ପାରାଦୀପରେ ୭ ମାସ ପର୍ଯ୍ୟନ୍ତ କଟକଣା ଲାଗିଲା। ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲଗାଯାଇଛି। ମେ ୩୧ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବା ପାଇଁ ବରଂ କରାଯାଇଥିବାବେଳେ ୨୦ କିଲୋମିଟର…

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ…

ଓଏଲ୍‌ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ଭେଟି ଦେବେ ନବୀନ।ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ।…