Odisha Link
Bridging the Missing Links in Odisha
Daily Archives

November 10, 2023

ଦିଲ୍ଲୀରେ ବଢିଛି ବାୟୁ ପ୍ରଦୂଷଣ;…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ କାଲି ରାତିରେ ହାଲୁକା ବର୍ଷା ହୋଇଛି। ପାଗରେ…

ବଡ଼ଦେଉଳରେ ଅସମ୍ଭାଳ ଭିଡ଼; ଠେଲାପେଲାରେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ଯୋଗୁଁ ବଡ ଦେଉଳରର ପ୍ରବଳ ଭିଡ଼ ଜମିଛି। ଜଗା ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଥିବା ଖବର ସାମ୍ନାକୁ ଆସିଛି। ଠେଲାପେଲାରେ ୧୦ରୁ ଊର୍ଦ୍ଧ୍ୱ…

ନନ୍ଦନକାନନରେ କମିଲା ସିଂହଙ୍କ ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୧୬ ବର୍ଷୀୟା ସିଂହୀ ବିନିର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା। ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧କୁ ଖସିଆସିଛି। ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା। ୫ ତାରିଖରୁ ଚିକିତ୍ସାଧୀନ…

ବାଣ ଫୁଟାଇବା ପାଇଁ କଟକଣା ଜାରି;…

ଓଏଲ୍‌ ବ୍ୟୁରୋ: ଭାରତରେ ଆଲୋକର ପର୍ବ ଦୀପାବଳୀକୁ ବେଶ ଧୁମଧାମରେ ପାଳନ କରାଯାଏ। ମୁଖ୍ୟତଃ ଧନତେରାସ୍‌ଠୁ ଆରମ୍ଭ ହୋଇଯାଇଥାଏ ଦୀପାବଳୀ ପର୍ବ। ଦୀପାବଳୀରେ ଦୀପ ଜଳେଇବା ସାଙ୍ଗକୁ ବାଣ ମଧ୍ୟ ଫୁଟା ଯାଇଥାଏ। ହେଲେ ଚଳିତ ଥର ବାଣଫୁଟାରେ ଲାଗିଛି ସୁପ୍ରିମକୋର୍ଟଙ୍କ ଛାଟ। ଦେଶର ପ୍ରମୁଖ ସହର ଗୁଡ଼ିକରେ ବାୟୁ…

ଦିଲ୍ଲୀରେ ହାଲୁକା ବର୍ଷା; ବାୟୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଥିବାବେଳେ କାଲି ରାତିରେ ହାଲୁକା ବର୍ଷା ହୋଇଛି। ପାଗରେ…

ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ; ଗଡ଼ୁନି…

ଓଏଲ୍ ବ୍ୟୁରୋ: ଆଜି ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯାଉଛି। ଜିଲ୍ଲାକୁ ରେଳ ସଂଯୋଗ ଦାବିରେ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବାବେଳେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହା ସହ ଜିଲ୍ଲାର ଉନ୍ନତି…

ଆଜି ହେଉଛି ମାଣ୍ଡିଆ ଦିବସ; ସୁସ୍ଥ ଶରୀର…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମାର୍ଗଶିର ମାସ ପ୍ରଥମ ଗୁରୁବାର। ଏହି ଅବସରରେ ଆଜିଠୁ ମାଣ୍ଡିଆ ଦିବସ ପାଳନ ହେଉଛି ସାରା ରାଜ୍ୟରେ। ମାଣ୍ଡିଆ ଚାଷ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ହେଉଥିବାର ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଚାଷ ଉପରେ ଗୁରୁତ୍ୱ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟତା ହୋଇଛି। ରାଜ୍ୟର ଆୟ…

ବ୍ରିଜରୁ ତଳକୁ ଖସିଲା ବାଇକ୍‌; ଜୀବନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରବେଶ କରିଛି ଶୀତର ଲହରୀ। ଶୀତର ପ୍ରଭାବ ବଢୁଥିବାବେଳେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଏହି ଘନ କୁହୁଡି କାରଣରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଲମତାପୁଟ ବ୍ରିଜରୁ ତଳକୁ ଖସିଲା ବାଇକ୍‌। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ…

କମୁଛି ତାପମାତ୍ରା, ବଢୁଛି ଥଣ୍ଡା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଖସିଲା ପାରଦ।…

ଡିସେମ୍ବର ୪ରୁ ଆରମ୍ଭ ସଂସଦର ଶୀତ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ। ଶୀତ ଅଧିବେଶନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଚଳିତଥର ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି। ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ…