Odisha Link
Bridging the Missing Links in Odisha

ବିମାନ ସେବାରେ ନୂଆ ଅଧ୍ୟାୟ; ଝାରସୁଗୁଡ଼ାରୁ ବାଙ୍ଗାଲୋରକୁ ଉଡ଼ିଲା ବିମାନ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାବାସୀଙ୍କ ପାଇଁ ଖୁସିଖବର। ବିମାନ ସେବାରେ ନୂଆ ଅଧ୍ୟାୟ। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଆଜି ଠାରୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୧୨ଟା ୪୦ରେ ଝାରସୁଗୁଡା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଅବତରଣ କରିଥିଲା। ପୂର୍ବରୁ ଇଣ୍ଡିଗୋ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.