Odisha Link
Bridging the Missing Links in Odisha
Daily Archives

November 15, 2023

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆସନ୍ତାକାଲିଠୁ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି…

ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: ୫ ମୃତ,…

ଓଏଲ୍‌ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ଡୋଡା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ୨୫୦ ମିଟର ତଳକୁ ଯାତ୍ରୀବାହୀ ବସ୍ ଖସି ପଡିଛି। ଦୁର୍ଘଟଣାରେ ପାଖାପାଖି ୫ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ତେବେ ଏହି…

ଭାରତ-ନ୍ୟୁଜିଲାଣ୍ଡ କଡ଼ା ଟକ୍କର: ଟସ୍…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ ଜିତି ଭାରତ ଫାଇନାଲ ପାଇଁ ନିଜ ଟିକେଟ ପକ୍କା କରିବ। ଆଜିର ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟସ୍‌ ଜିତି…

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ;…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶଃ ଲଘୁଚାପ। ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ୧୬ ତାରିଖ ବେଳକୁ ଗଭୀର ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ୧୬ ତାରିଖରୁ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହା ପ୍ରଭାବରେ ୧୮ ତାରିଖ…

କୋଶଳ ପ୍ରସଙ୍ଗ: ମୁହଁ ଖୋଲିଲେ ବିଜେଡି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଏହାରି ମଧ୍ୟରରେ ବିଭିନ୍ନ ଗୋଷ୍ଠୀ ନିଜର ପ୍ରସଙ୍ଗ ଧରି ଗର୍ଜିବାରେ ଲାଗିଛନ୍ତି। ତେବେ କିଛି ଦିନ ହେବ ପୂର୍ବ ପଶ୍ଚିମ ଭାଗ କରିବା କଥା ସାମ୍ନାକୁ ଆସିଛି। ତେବେ ଏହି କୋଶଳ ପ୍ରସଙ୍ଗରେ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ନିର୍ବାଚନ ଆସିଲେ ଏକଥା ଉଠେ,…

ସ୍ବାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ଆମ…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଆମ ହସ୍ପିଟାଲ…

୫-ଟି ପରେ ୫-ସି

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶିକ୍ଷା କ୍ଷେତ୍ରର ହେବ ବିକାଶ। କାରଣ ୫-ଟି ପରେ ଏବେ ଲାଗୁ ହେବାକୁ ଯାଉଛି ୫-ସି। ଏହା ଏକ ଯୋଜନା ନୁହେଁ ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ। ୫-ସି କୌଣସି ନୂଆ ଯୋଜନା ନୁହେଁ ଏହା ଏକ ନୂତନ ଚିନ୍ତାଧାରା। ୫-ସିର ଅର୍ଥ ହେଉଛି କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ…

ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ: ସମସ୍ତ ଦଳକୁ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି।ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ରିପୋର୍ଟ ଦାଖଲ ଲାଗି ନିର୍ବାଚନ କମିଶନ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣ ୫ଟା ସୁଦ୍ଧା ମିଳିଥିବା ସବିଶେଷ ଅନୁଦାନର ତଥ୍ୟ ଲଫାଫାରେ ଦାଖଲ କରିବା ଲାଗି…

ଅଭିବୃଦ୍ଧି ପଥରେ ଓଡ଼ିଶା, ରାଜସ୍ବ ବଳକା…

ଓଏଲ୍‌ ବ୍ୟୁରୋ: ରାଜ୍ୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତିର ଏକ ତୁଳନାତ୍ମକ ଚିତ୍ର ସାମ୍ନାକୁ ଆସିଛି। କେବଳ ରାଜସ୍ବ ବଳକା ରାଜ୍ୟ ଭାବେ ନୁହେଁ ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ମଜଭୁତ ରାଜ୍ୟ ଭାବେ ଓଡିଶା ସାରା ଦେଶରେ ପରିଗଣିତ ହେଉଛି।…

ଆଜି ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା;…

ଓଏଲ୍‌ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ସେମିଫାଇନାଲ…