ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରାକ୍ରେ ପଡ଼ିଛି ୨ ଯୁବକଙ୍କ ମୃତଦେହ

ଓଏଲ୍ ବ୍ୟୁରୋ: କୋରାପୁଟ ରେଳ ଧାରଣା ନିକଟକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜର୍ଟି ରେଳ ଷ୍ଟେସନ ନିକଟରେ ଟ୍ରାକ୍ରେ ୨ ଯୁବକଙ୍କ ମୃତଦେହ ପଡ଼ିରହିଛି। ଟ୍ରେନରୁ ଖସି ନା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି, ଏନେଇ କୌଣସି ସ୍ପଷ୍ଟ ମିଳିପାରିନାହିଁ। ଉଭୟଙ୍କ ପରିଚୟ ମିଳିନଥିବାବେଳେ ଘଟଣାସ୍ଥଳରେ ଜିଆର୍ପି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।