Odisha Link
Bridging the Missing Links in Odisha

ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋର୍ଟ କର୍ମଚାରୀ; ନିଲାମ ହେବ ଅଫିସ ଆସବାବପତ୍ର

ଓଏଲ୍‌ ବ୍ୟୁରୋ: ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସ ଆସବାବପତ୍ର ନିଲାମ ହେବ ବୋଲି ଖବର ସାମ୍ନାକୁ ଆସିଛି। ଠିକାଦାରଙ୍କ ବାକି ଥିବା ୧୮ ଲକ୍ଷର ଭରଣା ପାଇଁ ନିଲାମ ହେବ। ଭୁବନେଶ୍ବର ସିନିୟର ଡିଭିଜନ ସବ୍‌ଜଜ୍‌ଙ୍କ ନିର୍ଦ୍ଦେଶରେ ନିଲାମ ହେବ। ନିଲାମ ପାଇଁ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋର୍ଟ କର୍ମଚାରୀ ପହଂଚିଛନ୍ତି। ମୁଖ୍ୟଯନ୍ତ୍ରୀଙ୍କ ଅଫିସ୍‌ର କଂପ୍ୟୁଟର, ପ୍ରିଣ୍ଟର, ଏସି ଆଦି ଉଠାଇ ନିଆଗଲା। ୧୯୯୮ରେ ବିଲ୍ଡିଂଟିକୁ ନିର୍ମାଣ କରିଥିଲେ କନଷ୍ଟ୍ରକସନ ଇଣ୍ଡିଆ ଠିକାଦାର। ତେବେ ସରକାର ଟଙ୍କା ବାକି ରଖିବାରୁ ଠିକାଦାର କୋର୍ଟ ଯାଇଥିଲେ। ଏହି ମାମଲାରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.