Odisha Link
Bridging the Missing Links in Odisha

ଇ-ରେଳ ଟିକେଟ ବୁକିଂ ବାଧାପ୍ରାପ୍ତ; ୱେବସାଇଟ୍‌ରେ ସମସ୍ୟା

ଓଏଲ୍‌ ବ୍ୟୁରୋ: ଆଇଆରସିଟିସି ୱେବସାଇଟ୍‌ରେ ସମସ୍ୟା ଉପୁଜିଥିବା ଜଣା ପଡିଛି। ସାମୟିକ ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି। ତେବେ ଏନେଇ ଯାତ୍ରୀଙ୍କ ଅଭିଯୋଗ ପରେ ସଜାଡୁଛନ୍ତି ବୈଷୟିକ ଟିମ୍‌। ଏହା ସହ ଶୀଘ୍ର ବୁକିଂ ଉପଲବ୍ଧ ହେବ ବୋଲି ଆଇଆର୍‌ସିଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.