ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଭିଡ଼; ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ

ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଥିଲା। ଟ୍ରେନକୁ ଅଟକାଇ ଟ୍ରେନ ଆଗରେ ଯାତ୍ରୀ ଧାରଣା ଦେଇଥିଲେ। ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ଧାରଣା ଦେଇଥିବା ଚିତ୍ର ସାମ୍ନାକୁ ଆସିଥିଲା। ଟ୍ରେନରେ ଅଧିକା ବଗି ଲଗାଇବା ପାଇଁ କଲେ ପ୍ରତିବାଦ କରିବା ସହ ପଲାସା-କଟକ ଟ୍ରେନକୁ ଯାତ୍ରୀ ଅଟକାଇଥିଲେ। ଟ୍ରେନରେ ଆବଶ୍ୟକତା ଠାରୁ କମ ବଗି ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ତେବେ ଟ୍ରେନରେ ଅଧିକା ବଗି ଲଗାଇବା ପାଇଁ ପଲାସା-କଟକ ଟ୍ରେନକୁ ଯାତ୍ରୀ ଅଟକାଇଥିଲେ।