କମିଶନରେଟ ପୁଲିସରେ ଛୋଟ ଧରଣର ଅଦଳବଦଳ; ଏସ୍.ଏନ୍ ମୁଦୁଲି ହେଲେ ଜୋନ୍-୧ ଏସିପି

ଓଏଲ୍ ବ୍ୟୁରୋ: କମିଶନରେଟ ପୁଲିସରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଜୋନ-୧ ଏସିପି ମାନସ ଗଡ଼ନାୟକଙ୍କୁ ଆଇୟୁସିଏଡବ୍ଲୁଙ୍କୁ ବଦଳି କରାଯାଇଛି। ଜୋନ-୧ ଏସିପି ହେଲେ ଏସ. ଏନ ମୁଦୁଲି। ଏସ. ଏନ ମୁଦୁଲି ପୂର୍ବରୁ ଜୋନ-୪ ଏସିପ ଥିଲେ। ଏସିପି ଶୁଭ୍ରାଂଶୁ ଶେଖର ନାୟକଙ୍କୁ ଜୋନ-୪ ଦାଇତ୍ୱ ଦିଆଯାଇଛି।