ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଚିଠି

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି। ଲୋକଙ୍କ ସମସ୍ୟା ଉପରେ ବିଚାର କରିବାକୁ ଚିଠି ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଗସ୍ତର ଅନୁଭୂତି ନେଇ ଚିଠି ଦେଇଛନ୍ତି। ଗସ୍ତ ସମୟରେ ଗ୍ରାଉଣ୍ଡରେ ଲୋକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଭେଟିଥିଲେ। ଜୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଜମିର ସମାଧାନ, ତାଳଚେରର ପାଣି ସମସ୍ୟାର ସମାଧନ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।