ବଲାଙ୍ଗିରରୁ ସୋନପୁରକୁ ଗଡ଼ିବ ଟ୍ରେନ୍; ଆଜି ଟ୍ରାଏଲ୍ ରନ୍

ଓଏଲ୍ ବ୍ୟୁରୋ: ବଲାଙ୍ଗିରରୁ ସୋନପୁରକୁ ଗମନାଗମନ ହେବ ଆହୁରି ସହଜ। ବଲାଙ୍ଗିରରୁ ସୋନପୁରକୁ ଗଡ଼ିବ ଟ୍ରେନ୍। ଆଜି ଏହାର ଟ୍ରାଏଲ୍ ରନ୍।। ରେଲୱେ ଲାଇନ କାମ ସମ୍ପୂର୍ଣ୍ଣ ପରେ ଆଜି ଟ୍ରାଏଲ୍ ରନ୍ ହେବ। ଏଥିପାଇଁ ବଲାଙ୍ଗିର ଷ୍ଟେସନରେ ସିଆରଏଫ୍ ଓ ଡିଆର୍ଏମ୍ ପହଞ୍ଚିଛନ୍ତି। ସବୁ ଠିକ୍ ଥିଲେ ଏ ମାସ ଶେଷ ସୁଦ୍ଧା ସୋନପୁରକୁ ଟ୍ରେନ୍ ଗଡ଼ିବ। ତେବେ ବଲାଙ୍ଗିରରୁ ସୋନପୁରକୁ ଗମନାଗମନ ଆହୁରି ସହଜ ହେବ ବୋଲି ଆଶା କରାଯାଉଛି।