Odisha Link
Bridging the Missing Links in Odisha
Yearly Archives

2024

ଶଙ୍କର୍ଷଣ ପରିଡ଼ାଙ୍କ କବିତା ପୁସ୍ତକ…

ଓଏଲ୍ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଓଡ଼ିଆ ପୁସ୍ତକ "ଚିତ୍ରାକ୍ଷର"। ଓଡ଼ିଆ ସାହିତ୍ୟ ଜଗତର ଜଣାଶୁଣା କବି ତଥା ରାଜନେତା ଶଙ୍କର୍ଷଣ ପରିଡ଼ାଙ୍କ ଷଷ୍ଠ କବିତା ପୁସ୍ତକଟି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସଂଜରେ…

ରୋହିତଙ୍କ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ୍‌…

ଓଏଲ୍‌ ବ୍ୟୁରୋ: ବକ୍ସିଂ ଡେ ଟେଷ୍ଟରେ ହାରିବା ପରେ ସିଡନୀ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି। ୨୦୨୪ ବର୍ଷର ଶେଷ ମ୍ୟାଚ ହାରିଥିବା ଭାରତ ୨୦୨୫ ବର୍ଷର ପ୍ରଥମ ମ୍ୟାଚ ଜିତିବାକୁ ଜାନୁଆାରୀ ୩ ତାରିଖରେ ପଡ଼ିଆକୁ ଓହ୍ଲାଇବ। ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ ନ୍ୟୁୟର ଟେଷ୍ଟ। ବର୍ଡର-ଗାଭାସ୍କର ଟ୍ରଫିର…

୨୦୨୪ରେ ବଦଳିଲା ସରକାର, ବଦଳାଇଲେ ୨୧…

ଓଏଲ୍‌ ବ୍ୟୁରୋ: ବଦଳିବ କ୍ୟାଲେଣ୍ଡର। ଆଜି ଇଂରାଜୀ ବର୍ଷ-୨୦୨୪ ବିଦାୟ ନେବ। ନୂଆବର୍ଷ-୨୦୨୫ ଆସିବ। ଇତିମଧ୍ୟରେ ବଦଳି ଯାଇଛି ଓଡ଼ିଶା ରାଜନୈତିକ ଦୃଶ୍ୟପଟ। ପରିବର୍ତ୍ତନର ନାରାରେ ରାଜ୍ୟରେ ନୂଆ ସରକାରକୁ ୬ ମାସ ହୋଇଥିବାବେଳେ ପୁରୁଣା ସରକାରଙ୍କର ମୋଟ ୨୧ଟି ଯୋଜନାର ନାମକୁ ନୂଆ ସରକାର ପରିବର୍ତ୍ତନ…

ବଡ଼ ଖବର: ୮ ଆଇପିଏସ୍‌ଙ୍କୁ ମିଳିଲା…

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ୮ ଆଇପିଏସ୍‌ଙ୍କୁ ମିଳିଲା ପଦୋନ୍ନତି। ୮ ଜଣ ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ୨୦୦୭ ବ୍ୟାଚର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ ଆଇଜି…

ବର୍ଷକରେ ଭିଜିଲାନ୍ସ ପଞ୍ଝାରେ ୧୮୧…

ଓଏଲ୍‌ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ୨୦୨୪ରେ ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ରଖିଲା ଭିଜିଲାନ୍ସ। ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ଜଣ ସରକାରୀ ବାବୁ। ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି। ୨୦୨୪ରେ ଭିଜିଲାନ୍ସ…

ବିଦାୟ ୨୦୨୪: ୨୦୨୫ରେ ହେବ ୧୦ଟି ବଡ଼…

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୪। ବଳଦିବ କ୍ୟାଲେଣ୍ଡର। ଆରମ୍ଭ ହେବ ୨୦୨୫ ବର୍ଷ। ୨୦୨୫ରେ ୧୩ଟି ମୁଖ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କିଛିଟା ଆପଣଙ୍କୁ ସୁହାଇ ପାରେ। ଆଉ କିଛି ପରିବର୍ତ୍ତନ ଆପଣଙ୍କ ପକେଟ ଉପରେ ବୋଝ ହୋଇପାରେ। ଯାହାକୁ ନେଇ ଏହି ସ୍ବତନ୍ତ୍ର ରିପୋର୍ଟ।…

ଇଂରାଜୀ ନବବର୍ଷରେ କୌଣସି ଉତ୍ସବରେ ଯୋଗ…

ଓଏଲ୍‌ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏଥିପାଇଁ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବାବେଳେ ନୂଆବର୍ଷରେ କୌଣସି ଉତ୍ସବରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ। ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବରେ କୌଣସି…

ଜିରୋ ନାଇଟ୍‌ ସେଲିବ୍ରେସନ୍‌ କଟକଣା:…

ଓଏଲ୍‌ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏସବୁ ଭିତରେ ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗ କଟକଣା ଜାରି କରିଛି। ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ ବୋଲି ଅବକାରୀ କମିଶନର ସୂଚନା ଦେଇଛନ୍ତି।…

ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି…

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ଆଜି ୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିଜେଡି…

‘ପୁରୁଷ କମିଶନ ନିତ୍ୟାନ୍ତ ଆବଶ୍ୟକ,…

ଓଏଲ୍‌ ବ୍ୟୁରୋ: କେବଳ ନାରୀ ନୁହେଁ ପୁରୁଷ ନିର୍ଯାତନା ମଧ୍ୟ ବଢ଼ି ଚାଲିଛି ପୁରୁଷ। ତେଣୁ କମିଶନ ପୁରୁଷ କମିଶନ ହେବା ଦରକାର। ପୁରୁଷ ନିର୍ଯାତନା ବଢ଼ିଥରିବାରୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। ଅବହେଳିତ ବୁଢ଼ା ବାପା ମା’ ପାଇଁ ପିତୃମାତୃ କମିଶନ ମଧ୍ୟ…