ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ: ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ଓଏଲ୍ ବ୍ୟୁରୋ: ବିମାନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ ହୋଇଛି। ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ନିଆଁ ଲାଗିଲା। ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କ ସହ କ୍ରିଉ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।