ଆଦାନୀ ଗ୍ରୁପକୁ ଆଶ୍ବସ୍ତି; ୩ ମାସ ସମୟ…
ଓଏଲ୍ ବ୍ୟୁରୋ: ଆଦାନୀ ଗ୍ରୁପକୁ ଆଶ୍ବସ୍ତି। ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି। ଆଦାନୀ ଗ୍ରୁପକୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ। ଖବରକାଗଜ ରିପୋର୍ଟ ଉପରେ ବିଶ୍ବାସ କରିହେବନି ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି। ସେବି ଏବଂ ଭାରତ ସରକାରଙ୍କ ଦ୍ବାରା ତଦନ୍ତ ଚାଲିଛି।…