ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ଠାବ
ଓଏଲ୍ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ଠାବ ହୋଇଛି। ଛତିଶଗଡ଼ ପୋଟକାପଲ୍ଲୀ ନିକଟରେ ଠାବ ଆଇଇଡି ନକ୍ସଲଙ୍କ ଦ୍ୱାରା ବିଛାଯାଇଥିଲା। ଆଇଇଡି ଠାବ କଲେ ସିଆର୍ପିଏଫ୍ ଯବାନ। ଛତିଶଗଡ଼ ପୋଟକାପଲ୍ଲୀ ନିକଟରେ ଆଇଇଡି ଠାବ ହେବା ପରେ ଏହାକୁ ସୁରକ୍ଷାକର୍ମୀ ନିଷ୍କ୍ରିୟ କରିଛନ୍ତି।