Odisha Link
Bridging the Missing Links in Odisha
Daily Archives

January 15, 2024

ଆଉ ଦିନକ ପରେ ଲୋକାର୍ପଣ ହେବ ପରିକ୍ରମା…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଡିଜିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ…

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା;…

ଓଏଲ୍‌ ବ୍ୟୁରୋ: ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହେବ। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କଂସଙ୍କ ଶାସନରେ ଦୁଲୁକିବ ରଙ୍ଗମଞ୍ଚ। ୧୧ ଦିନ ଧିର ଚାଲିବ…

ଅସହ୍ୟ ହେଲା ଫସଲ ନଷ୍ଟ ହେବାର ଦୁଃଖ!…

ଓଏଲ୍‌ ବ୍ୟୁରୋ: ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଗତ କାଲି ବିଷ ପିଇ ଗୁରୁତର ଅବସ୍ଥାରେ ବିବିଏମ୍‌ସିରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଚାଷୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ…

ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଞ୍ଚଳ ପୁରୀ;…

ଓଏଲ୍‌ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଅଙ୍କୁର ପୂଜନ ପରେ ଆଜିଠାରୁ ଆରମ୍ଭ ହୋଇଛି…

ଭାରତରେ ଘନ କୁହୁଡ଼ିର ପ୍ରଭାବ: ବିଳମ୍ବରେ…

ଓଏଲ୍‌ ବ୍ୟୁରୋ: ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ…

ଏବେ ବି ଅଲୋଡ଼ା କନ୍ୟା ସନ୍ତାନ! ବସ୍‌ ତଳୁ…

ଓଏଲ୍‌ ବ୍ୟୁରୋ: ଆଜି ବି କଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ଚମ୍ପୁଆ…

ନା INDIA, ନା NDA; ଏକାକି ଲୋକସଭା…

ଓଏଲ୍‌ ବ୍ୟୁରୋ: ଜନ୍ମଦିନରେ ବଡ଼ ଘୋଷଣା କଲେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଜନ୍ମଦିନ ଅବସରରେ ଆୟେଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ସହିତ ଇଭିଏମ୍‌ ଓ INDIA ମେଣ୍ଟକୁ ନେଇ ଦେଇଛନ୍ତି ବଡ଼ ବୟାନ। ଏଥିସହିତ ୨୦୨୪ ଲୋକସଭା…

ମକର ସଂକ୍ରାନ୍ତିରେ ଅଭାବନୀୟ ଘଟଣା:…

ଓଏଲ୍‌ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି। ତେବେ ମକର ସଂକ୍ରାନ୍ତିରେ କଟକ ବାଲିକୁଦାରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଗୁଡ଼ି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି। ଗୁଡ଼ି ସୂତା ଲାଗି କଟିଲା ବେକ ଓ ହାତ। ବାଇକରେ ନିଆଳିରୁ କଟକ ଆସୁଥିବା ବେଳେ ଗୁଡି…

ପ୍ରଥମ ଥର ପାଇଁ ସେନସେକ୍ସ ୭୩ହଜାର ପାର,…

ଓଏଲ୍‌ ବ୍ୟୁରୋ: ସେୟାର ମାର୍କେଟରେ ଉତ୍ସାହ। ସପ୍ତାହର ପ୍ରଥମ କାରବାର ଦିନରେ ହିଁ ରେକର୍ଡ ଭାଙ୍ଗିଛି ସେନସେକ୍ସ। ପ୍ରଥମଥର ପାଇଁ ବିଏସ୍‌ଇ ସେନସେକ୍ସ ୭୩ ହଜାର ପଏଣ୍ଟ ପାର କରି କାରବାର ଆରମ୍ଭ କରିଛି। ସପ୍ତାହର ପ୍ରଥମ କାରବାର ଦିନ ସୋମବାରରେ ସେନସେକ୍ସ ୪୮୧ ପଏଣ୍ଟ ଉପରକୁ ଉଠି ୭୩,୦୪୯ରେ କାରବାର…

ଦେଶ ପାଳୁଛି ‘ଭାରତୀୟ ସେନା ଦିବସ’; ମନେ…

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଏ। ୧୯୪୯ ମସିହା ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶାଲ କେଏମ କାରିୟପ୍ପା ଜେନରାଲ ଫ୍ରାସିଂସ ବୁଚରଙ୍କଠୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେଥିପାଇଁ ଜାନୁଆରୀ ୧୫କୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଦେଶର ପ୍ରକୃତ ବୀର…