ଆଜି ପବିତ୍ର ମକର ସଂକ୍ରାନ୍ତି; ଟ୍ୱିଟ୍…
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ଘରେ ଘରେ ଇଷ୍ଟଦେବୀଙ୍କ ଠାରେ ଲାଗି ହେଉଛି ମକର ଚାଉଳ। ନୂଆ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠମାନଙ୍କୁ ମୁଣ୍ଡିଆ ମାରିଛନ୍ତି କନିଷ୍ଠ। ଏହି ଅବସରରେ ନିଜର ଟ୍ୱିଟ ଦ୍ୱାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ…