କାର୍ ସହ ମୋ ବସ୍ ଧକ୍କା; ଯାତ୍ରୀ ହଟହଟା

ଓଏଲ୍ ବ୍ୟୁରୋ: ବାରଙ୍ଗ ଛକରେ କାର୍ ସହ ମୋ ବସ୍ ଧକ୍କା ହୋଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ମୋ ବସ୍କୁ ଅଟକ ରଖିଲା ବାରଙ୍ଗ ପୁଲିସ। ଭୁବନେଶ୍ୱରରୁ କଟକ ଯିବା ବେଳେ କାର୍ ସହ ମୋ ବସ୍ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନାକୁ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି।