ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ; ୨…
ଓଏଲ୍ ବ୍ୟୁରୋ: ରାଉରକେଲା ବନ ବିଭାଗକୁ ସଫଳତା। ରାଉରକେଲାରୁ ୮୨ଟି ଜଙ୍ଗଲୀ ଶୁଆ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ବନ ବିଭାଗ। ରାଉରକେଲାରୁ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିଲା। ରାଉରକେଲାରୁ କଟକ, ଭୁବନେଶ୍ବର, ଛତିଶଗଡ଼କୁ ଚାଲାଣ ହେଉଥିବା ରାଉରକେଲା ବନ…