Odisha Link
Bridging the Missing Links in Odisha
Daily Archives

January 23, 2024

ରାଜ୍ୟରେ ଶୀତର ଲେଉଟାଣି; ଆହୁରି ୩ଦିନ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ଅନୁଭୂତ ହୋଇଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଥିଲା ଝିପିଝିପି ବର୍ଷା। ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା ଛାଡିବା ପରେ ରାଜ୍ୟରେ ଶୀତ ଲହରୀ ଫେରିପାରେ ବୋଲି ଆକଳନ କରାଯାଉଛି। ଦୁଇଦିନ ଧରି…

ରାମଲାଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼:…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହୋଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ…

ବାଣୀବିହାରରେ ମର୍ମନ୍ତୁଦ ଦୁର୍ଘଟଣା: ୩ରୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ବାଣୀବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। OSRTC ବସ୍‌କୁ ଘରୋଇ ବସ୍‌ ଧକ୍କା ଦେଇଥିବା ସୂଚନା ରହିଛି। ବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଦୁଇଟି ବସ୍‌ର ଡ୍ରାଇଭର ସହ ଏକାଧିକ ଆହତଙ୍କୁ…

ଆଜି ଦେଶ ପାଳୁଛି ଭାରତମାତାର ଦୁଇ ବୀର…

ଓଏଲ୍‌ ବ୍ୟୁରୋ: ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ଆଜି ଦେଶ ପାଳୁଛି ୧୨୭ ତମ ନେତାଜୀ ଜୟନ୍ତୀ। ଏହି ଅବସରରେ କଟକ ଓଡ଼ିଆ ବଜାରରେ ଥିବା ନେତାଜୀଙ୍କ…

ସୋଆ କ୍ୟାମ୍ପସ୍‌ରେ ସୌର ଶକ୍ତି ପରିଚାଳିତ…

ଭୁବନେଶ୍ୱର: ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ (ସିୟୁଏନ୍‌ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ…

ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହୋଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ…

ଓଡ଼ିଶା ଗଢ଼ିବ ବୈଦ୍ୟୁତିକ ଯାନ, ନରାଜରେ…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନର ହବ୍‌ ପାଲଟିବ ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାରେ ବିଦ୍ୟୁତ୍‌ଚାଳିତ ଯାନ ବା ଇଲେକ୍ଟ୍ରିକ୍‌ ଭେହିକିଲ୍‌ (ଇଭି) କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ)। ପାରାଦୀପରେ ତମ୍ବା ସ୍ମେଲଟର୍…