Odisha Link
Bridging the Missing Links in Odisha
Daily Archives

January 25, 2024

ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ:…

ଓଏଲ୍‌ ବ୍ୟୁରୋ: ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରାଏଲ ରନ୍ ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା। ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ…

ଏଥର ନିର୍ବାଚନରେ ହୋମ୍‌ ଭୋଟିଂ…

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସବୁ ମଧ୍ୟରେ ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବା ନେଇ ଖବର ସାମ୍ନାକୁ ଆସିଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି…

୮ ମାସ ପରେ ବିଜେପିକୁ ବାହୁଡ଼ିଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରୁ ଆସିଛି ଏକ ବଡ଼ ଖବର। ରାଜ୍ୟର ଜଣେ ହେଭିୱେଟ୍…

ପରିଣତ ବୟସରେ ପ୍ରେରଣାର ଉତ୍ସ ଡା.…

ଓଏଲ୍‌ ବ୍ୟୁରୋ: ପରିଣତ ବୟସରେ ପ୍ରେରଣାର ଉତ୍ସ। ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ମଣିଷଟିଏ। ପରିଣତ ବୟସରେ ସମାଜ ସେବାରେ ମଗ୍ନ। ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି। ନିଜର ମହତ କାର୍ଯ୍ୟକୁ ଗୋପନ ରଖି ନିରନ୍ତର ସେବା କରୁଛନ୍ତି। ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ସିବିଆଇ…

ଓଏଲ୍‌ ବ୍ୟୁରୋ: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ। ଲାଞ୍ଚ ନେଇ ଧରାପଡିଲେ ସିଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର। କଣ୍ଟ୍ରାକ୍ଟର ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ସିବିଆଇ। ସିଭିଲଟାଉନସିପ୍‌ ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ବେଳେ ଧରାପଡିଥିବା ଜଣା ପଡିଛି।

ଆଜିଠୁ ଓଜେଇଇ ପାଇଁ ଆବେଦନ; ମେ’ ୬ରୁ…

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା। ଏହା ସହ ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଓଜେଇଇ। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ। ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ…

ମୁଁ ଅବସର ନେଇନି: ମେରି କମ୍

ଓଏଲ୍‌ ବ୍ୟୁରୋ: ଭାରତୀୟ ବକ୍ସିଂ ଖେଳାଳି ମେରି କମଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ସେ ବକ୍ସିଂରୁ ଅବସର ନେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ବକ୍ସର ମେରି କମ୍ ଖଣ୍ଡନ କରିଛନ୍ତି। ଗତକାଲି ସେ ବକ୍ସିଂରୁ ଅବସର ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ନିଜେ…

ଏଥର ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ୨…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ସମ୍ମାନ ଘୋଷଣା କରାଯଇଛି। ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ମିଳିବ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୁରସ୍କାର…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ସମ୍ମାନ ଘୋଷଣା କରାଯଇଛି। ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ମିଳିବ…

ଭାରତ ରପ୍ତାନି କରିବ ବ୍ରହ୍ମୋସ କ୍ରୁଜ…

ଓଏଲ୍‌ ବ୍ୟୁରୋ: ବ୍ରହ୍ମୋସ ପାଇଁ ପ୍ରଥମେ ଗ୍ରାଉଣ୍ଡ ସିଷ୍ଟମ ରପ୍ତାନି ହେବ। ୧୦ଦିନରେ ରପ୍ତାନି ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମୋସ ଭାରତ ନିର୍ମିତ ସୁପରସୋନିକ କ୍ରୁଜ ମିସାଇଲ। ଗ୍ରାଉଣ୍ଡ ସିଷ୍ଟମ ପରେ ମାର୍ଚ୍ଚ ସୁଦ୍ଧା ପଠାଯିବ ମିସାଇଲ। ୩୦୭ ଏଟିଏଜିଏସ ବନ୍ଧୁକ ମଧ୍ୟ ରପ୍ତାନି ଲକ୍ଷ୍ୟ…