Odisha Link
Bridging the Missing Links in Odisha
Daily Archives

January 25, 2024

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ; ବିମାନ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରେ ଗଣତନ୍ତ୍ର ଦିବସକୁ ନଜରରେ ରଖି ବିମାନ ଉଡାଣକୁ ନେଇ କଟକଣା ଜାରି କରାଯାଇଛି। ସକାଳ ୧୦ଟା ୨୦ରୁ ୧୨ଟା ୪୫ ଯାଏ ଉଡ଼ିବନି ବିମାନ। ଜାନୁଆରୀ ୨୬ ଯାଏ ଟେକ୍ ଅଫ କିମ୍ବା ବିମାନ ଲ୍ୟାଣ୍ଡିଂ କରିବନି। ବିଟିଂ ରିର୍ଟିଟ୍ ପାଇଁ ଜାନୁଆରୀ ୨୯ରେ ବି…

ଭୁସୁଡ଼ିଲା ସୁନା ଖଣି; ୭୦ରୁ ଉର୍ଦ୍ଧ୍ୱ…

ଓଏଲ୍‌ ବ୍ୟୁରୋ: ମାଲିରେ ସୁନା ଖଣି ଭୁଶୁଡ଼ି ଯାଇଥିବା ଖବର ସାମ୍ନାକୁ ଆସିଛି। ସୁନା ଖଣି ଧସିବା ଦ୍ୱାରା ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଙ୍ଗିବା ଜିଲ୍ଲା ଦକ୍ଷିଣ ପଶ୍ଚିମ କୌଲିକୋରୋ ଅଞ୍ଚଳରେ ଧସିଲା ଖଣି। ଖଣିରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ…

ରାମଲାଲାଙ୍କ ଦର୍ଶନ ପାଇଁ ଖୋଲିଛି…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଆଜି ବି ରାମଲାଲାଙ୍କ ଦର୍ଶନ ପାଇଁ…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ। ଗୋଟିଏ ଦିନ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଅଦିନିଆ ବର୍ଷା ଯୋଗୁଁ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଅନ୍ୟପଟେ, ଏଣିକି ପର୍ଯ୍ୟଟକ ଶିମିଳିପାଳରେ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ…

ଶୀତରେ ଥରୁଛି ଓଡ଼ିଶା; ଆହୁରି ୨ ଦିନ…

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରିଣ ଏବଂ…

ଆଜି ଜାତୀୟ ମତଦାତା ଦିବସ

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଜାତୀୟ ଭୋଟର ଦିବସ ଅବସରରେ ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ। ଦିଲ୍ଲୀ ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା…

ଶନିବାର ସ୍କୁଲ, କଲେଜ ଛୁଟି ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଶନିବାର ଅର୍ଥାତ୍‌ ଆସନ୍ତା ୨୭ ତାରିଖରେ ରାଜ୍ୟ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ସମ୍ବଲପୁରର ମା' ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ…