ମହାଶିବରାତ୍ରୀରେ ଲୋକାର୍ପଣ ହେବ ଓଡ଼ିଶାର…
ଓଏଲ୍ ବ୍ୟୁରୋ: ଓଡ଼ିଶାବାସୀ ଦେଖିବେ ସୁଉଚ୍ଚ ମୂର୍ତ୍ତି। ଯାଜପୁରକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ। ଯାଜପୁରରେ ମା ବିରଜା ମନ୍ଦିର, ଦଶାଶ୍ବମେଧ ଘାଟ ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୁଉଚ୍ଚ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି। ଆଉ ଅଳ୍ପ ଦିନ ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡ଼ିଶାର ସୁଉଚ୍ଚ ଧ୍ୟାନ…