Odisha Link
Bridging the Missing Links in Odisha
Daily Archives

January 29, 2024

ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ;…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ଆଜି ପୂରିଛି ବର୍ଷେ। ହତ୍ୟାକାଣ୍ଡକୁ ଏକ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ…

ପୁଣି ବଢ଼ିଲା ବିଏସକେୱାଇ୍ କାର୍ଡର…

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି। ପୂର୍ବରୁ ବିଏସକେୱାଇ୍ ନବୀନ କାର୍ଡ ଆବେଦନର ଶେଷ ଦିନ ଜାନୁଆରୀ ୨୮ ତାରିଖ ରହିଥିଲା। ଏବେ ପଞ୍ଜିକରଣ ଆବେଦନ ଅବଧିକୁ ଫେବୃଆରୀ ୮…

ମନି ଲଣ୍ଡରିଂ ମାମଲା: ଝାଡ଼ଖଣ୍ଡ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ଟିମ୍ ପହଂଚିଛନ୍ତି। ହେମନ୍ତ ସୋରେନଙ୍କ ଦିଲ୍ଳୀ ବାସଭବନରେ ଇଡି ଟିମ୍‌ ପହଂଚିଛନ୍ତି। ମନି ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି ହୋଇଛି। ୯ ଥର ସମନ ସତ୍ତ୍ୱେ ଇଡିରେ ହେମନ୍ତ ସୋରେନ ହାଜର ହୋଇ ନଥିଲେ।

ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ୱଜିରାବାଦ ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ୨୦୦ କାର ସହ ୨୫୦ରୁ ଅଧିକ ବାଇକ୍‌ ଜଳିଯାଇଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ କେହି ମୃତାହତ…

ବଡ଼ଦାଣ୍ଡରେ ବଢ଼ିବ ଜନସମାଗମ; ଆଜିଠୁ…

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡରେ ଲାଗିବ ଗହଳି। ଆଜିଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ଶ୍ରଦ୍ଧାଳୁ। ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପୁରୀ ଆସିବେ ଲୋକେ। ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ। ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ…

ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ଆଜି ପୂରିଛି ବର୍ଷେ। ହତ୍ୟାକାଣ୍ଡକୁ ଏକ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ…

ପୁଣି ତଳମୁହାଁ ପାରଦ; ୧୩ ଡିଗ୍ରୀ ତଳେ…

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ ଶୀତ ବଢ଼ିବାରେ ଲାଗିଛି।…