Odisha Link
Bridging the Missing Links in Odisha
Daily Archives

January 30, 2024

ପାକିସ୍ତାନର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ। ପୂର୍ବତନ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସିଙ୍କୁ ବି ୧୦ ବର୍ଷ ଜେଲ୍‌ ଦଣ୍ଡ। ଉଭୟଙ୍କୁ ଜେଲ୍ ଦଣ୍ଡାଦେଶ…

ଆସନ୍ତାକାଲି ୩ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି। ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ…

ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ; ୪ରେ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଏଥର ବିଧାନସଭାରେ ୭ଟି କାର୍ଯ୍ୟଦିବସ ରହିଛି। ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ୮ରେ କାମଚଳା ବଜେଟ…

ମହାନଦୀରେ ଫସିଲା ୨ଟି ଡ଼ଙ୍ଗା; ୧୦୦ରୁ…

ଓଏଲ୍‌ ବ୍ୟୁରୋ: ମହାନଦୀରେ ଦୁଇଟି ଡ଼ଙ୍ଗା ଅଟକି ରହିଥିବା ସୂଚନା ରହିଛି। ମହାନଦୀରେ ଦୁଇଟି ଡ଼ଙ୍ଗା ଫସିବା ଦ୍ଵାରା ୧୦୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା। ଏହି ଡଙ୍ଗାଟି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାହାକୁଦା ଘାଟରୁ…

ଦିଲ୍ଲୀରେ ସର୍ବଦଳୀୟ ବୈଠକ; କାଲିଠୁ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିଲା ସର୍ବଦଳୀୟ ବୈଠକ। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହୋଇଛନ୍ତି। ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଛନ୍ତି…

ଅଡ଼ୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ;…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢୁଛି ଅଡୁଆ। ହେମନ୍ତ ସୋରେନଙ୍କ ରାଞ୍ଚି ବାସଭବନ ଆଗରେ ୧୪୪ ଧାରା ଜାରି କରାଯାଇଛି। ଘର ଠାରୁ ୧୦୦ ମିଟର ପରିସର ମଧ୍ୟରେ ୧୪୪ ଲାଗିଲା। ରାଜଭବନ ଓ ଇଡି ଅଫିସର ୧୦୦ ମିଟର ପରିସରରେ ବି ୧୪୪ ଧାରା ଜାରି ହୋଇଛି। ଇଡି ହେମନ୍ତ ସୋରେନଙ୍କୁ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଚନ୍ଦକା…

ଓଏଲ୍‌ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଗତକାଲିଠୁ ଭରତପୁର ସଫାରୀରେ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ ଆରମ୍ଭ ହୋଇଛି। ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ଏହି ନାଇଟ୍ ସଫାରୀ। ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ…

ଫେବ୍ରୁଆରୀ ୧ରେ ଆଗତ ହେବ କାମଚଳା ବଜେଟ୍;…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିବ ସର୍ବଦଳୀୟ ବୈଠକ। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହେବେ।ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିବେ କେନ୍ଦ୍ର…

ବିଶ୍ୱ ଦେଖିଲା ଆଇଏନଏସ୍ ସୁମିତ୍ରାର…

ଓଏଲ୍‌ ବ୍ୟୁରୋ: ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା। ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କଲା ଭାରତୀୟ ନୌସେନା। ଆଇଏନଏସ୍ ସୁମିତ୍ରା ଯୁଦ୍ଧ ଜାହାଜ ପଠାଇ ଭାରତୀୟ ନୌସେନା ନିଜର ପରାକ୍ରମ ଦେଖାଇଛି। ଅପହରଣ ହୋଇଥିବା ୨ଟି ଜାହାଜକୁ ମୁକ୍ତ କଲା ଭାରତୀୟ ନୌସେନା।…

ପୁଣି ତଳମୁହାଁ ପାରଦ; ରାଜ୍ୟରେ ଶୀତର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ଲହରୀ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମେଘୁଆ ଓ କୋହଲା ପାଗ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଏବେ ପୁଣି ତଳମୁହାଁ ହୋଇଛି ପାରଦ। ଯାହା ଫଳରେ…