Odisha Link
Bridging the Missing Links in Odisha
Daily Archives

January 30, 2024

ହୃଦଘାତ ଯୋଗୁଁ ବସ୍‌ ଡ୍ରାଇଭରଙ୍କ…

ଓଏଲ୍‌ ବ୍ୟୁରୋ: କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଆସୁଥିବା ଏକ ବସରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଚଳନ୍ତା ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ତୁରନ୍ତ ହସ୍ପିଟାଲ ନିଆଯିବା ସତ୍ତ୍ୱେ ମୃତ ଘୋଷଣା କଲେ ଡାକ୍ତର। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ୱ…

ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ମାନ୍ୟତା ହାସଲ…

ଓଏଲ୍‌ ବ୍ୟୁରୋ: ଗଞ୍ଜାମ ସୁନାପୁର ବିଚ୍‌କୁ ସମ୍ମାନଜନକ ବ୍ଲୁ ଫ୍ଲାଗ୍‌ ବିଚ୍‌ର ମାନ୍ୟତା ମିଳିଛି। ୪ଟି ପ୍ରମୁଖ କ୍ରାଇଟେରିଆ ସମେତ ୩୩ଟି ଦିଗକୁ ନେଇ ମାନ୍ୟତା ମିଳିଛି। ମାନ୍ୟତା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା। ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍‌ ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ଏହି…

ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସଂପତ୍ତି;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରାଯାଇଛି। ମାଲକାନଗିରି ଜଳ ସମ୍ପଦ ବିଭାଗର ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।…

ରୂପାନ୍ତରିତ ହେଉଛି ବରମୁଣ୍ଡା ବସ୍…

ଓଏଲ୍‌ ବ୍ୟୁରୋ: ରୂପାନ୍ତରିତ ହେଉଛି ବରମୁଣ୍ଡା ବସ୍ ଟର୍ମିନାଲ। ତେବେ ଆଜି ଭୋରୁ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଆସନ୍ତା ଫେବ୍ରୁଆରୀ ସୁଦ୍ଧା ବସ୍ ଟର୍ମିନାଲ କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ବିମାନବନ୍ଦର ପରି ଟର୍ମିନାଲରେ ସୁବିଧା…

କାଲିଠୁ ବଜେଟ ଅଧିବେଶନ, ଆଜି ସର୍ବଦଳୀୟ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିବ ସର୍ବଦଳୀୟ ବୈଠକ।ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର…

ପୁଣିଥରେ ଓଏଏସ୍‌ ସ୍ତରରେ ଅଦଳବଦଳ;…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ପ୍ରଦୀପ କୁମାର ସାହୁ(କ)ଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର…