Odisha Link
Bridging the Missing Links in Odisha

ମହାନଦୀରେ ଫସିଲା ୨ଟି ଡ଼ଙ୍ଗା; ୧୦୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ମହାନଦୀରେ ଦୁଇଟି ଡ଼ଙ୍ଗା ଅଟକି ରହିଥିବା ସୂଚନା ରହିଛି। ମହାନଦୀରେ ଦୁଇଟି ଡ଼ଙ୍ଗା ଫସିବା ଦ୍ଵାରା ୧୦୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା। ଏହି ଡଙ୍ଗାଟି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାହାକୁଦା ଘାଟରୁ ପାରାଦୀପ ଅଭିମୁଖେ ଯାତ୍ରା କରିଥିଲା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାରଣରୁ ମଧ୍ୟଭାଗରେ ଅଟକି ଯାଇଥିଲା। ଏହି ଡଙ୍ଗାଟି କେନ୍ଦ୍ରାପଡା ଜିଲ୍ଲାର ମହାକଲପଡା ବ୍ଲକ ଅନ୍ତର୍ଗତ ବାହୁକୁଦା ଘାଟରୁ ପାରାଦୀପ ଅଭିମୁଖେ ଯାତ୍ରା କରିଥିଲା।

Leave A Reply

Your email address will not be published.