ପ୍ରେମ ସପ୍ତାହରେ ଠାବ ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ!

ଓଏଲ୍ ବ୍ୟୁରୋ: ପ୍ରେମ ସପ୍ତାହ ଚାଲିଥିବାବେଳେ ନବରଙ୍ଗପୁର ଉମରକୋଟ ଥାନା ବୁର୍ଜା ଗାଁରେ ଘଟିଥିବା ଏକ ଅବନୀୟ ଘଟଣା ସାମ୍ନାକୁ ଆସିଛି। ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ବିବାହ ପାଇଁ ଅନୁମତି ନମିଳିବାରୁ ଆତ୍ମହତ୍ୟା କରିଥିବା ଚର୍ଚା ହେଉଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଉମରକୋଟ ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି କରିଛି।