Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ; ଜିଲ୍ଲା ଛାତ୍ର ସାମୁଖ୍ୟ ପକ୍ଷରୁ ବନ୍ଦ ଡାକରା

ଓଏଲ୍‌ ବ୍ୟୁରୋ: ଜିଲ୍ଲା ଛାତ୍ର ସାମୁଖ୍ୟ ପକ୍ଷରୁ ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ କଲେଜକୁ ସରକାରୀ ମାନ୍ୟତା ଦାବି ସହ ଯାନ୍ତ୍ରିକ ସ୍କୁଲକୁ ଯାନ୍ତ୍ରିକ ଡିଗ୍ରୀ କଲେଜ ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି। ଏହା ସହ କେନ୍ଦ୍ରୀୟ ମହାବିଦ୍ୟାଳୟ ସ୍ଥାପନ, ପିଜି ଓ ବି.ଇଡି ପାଠ୍ୟକ୍ରମ ସହ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ସ୍ଥାପନ ପ୍ରମୁଖ ଦାବି ରଖାଯାଇଛି।

Leave A Reply

Your email address will not be published.