Odisha Link
Bridging the Missing Links in Odisha
Daily Archives

February 12, 2024

ଏସ୍‌ଟିଏଫ୍‌କୁ ସଫଳତା; ଧରାପଡ଼ିଲା…

ଓଏଲ୍‌ ବ୍ୟୁରୋ: ଏସ୍‌ଟିଏଫ୍‌କୁ ସଫଳତା ମିଳିଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ବନ୍ୟପ୍ରାଣୀ ମାଫିଆ ଧରାପଡ଼ିଛି। ଡିଲ୍‌ ବେଳେ କଲରା ପତରିଆ ବାଘ ଛାଲ ସହ ବନ୍ଧୁକ ଜବତ ହୋଇଛି। ଦାରିଙ୍ଗବାଡ଼ି ଘାଟିରେ ଡିଲ୍‌ ବେଳେ ମାଫିଆକୁ ପୁଲିସ ଗିରଫ କରିଛି।

ପରିବହନ ବ୍ୟବସ୍ଥାରେ ସୁଦୃଢ଼ତା; ଆଜି ଆଉ…

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ…

ଦୂର ହେଲା ପାଞ୍ଜି ଦ୍ୱନ୍ଦ୍ୱ; ଏପ୍ରିଲ…

ଓଏଲ୍‌ ବ୍ୟୁରୋ: ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ। ତେବେ ଏବର୍ଷ ପାନ ସଂକ୍ରାନ୍ତିକୁ ନେଇ ପାଞ୍ଜି ଦ୍ୱନ୍ଦ୍ୱ ସାମ୍ନାକୁ ଆସିଥିଲା। ତେବେ ଆଜି ପାଞ୍ଜି ଦ୍ୱନ୍ଦ୍ୱ ଦୂର ହୋଇଛି। ଏପ୍ରିଲ ୧୪ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ମୁକ୍ତି…

ବିହାର ରାଜନୀତିରେ ହଟଚମଟ; ବାଚସ୍ପତିଙ୍କ…

ଓଏଲ୍‌ ବ୍ୟୁରୋ: ନୀତିଶ କୁମାର ଓ ବିହାର ରାଜନୀତି ପାଇଁ ଆଜିର ଦିନ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥିବାବେଳେ ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବାଚସ୍ପତିଙ୍କ ସପକ୍ଷରେ ଭୋଟ ଦେଲେ ୧୧୨ ବିଧାୟକ ଏବଂ ବିପକ୍ଷରେ ପଡିଲା ୧୨୫ ଭୋଟ। ଏହା ସହ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି।…

ଏମକେସିଜିରେ ରାଗିଂ ଅଭିଯୋଗ:…

ଓଏଲ୍‌ ବ୍ୟୁରୋ: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି। ମେଡିକାଲ ଭିଭାଗର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ହୋଇଥିବା ଟ୍ବିଟ୍ କରି ରୁଦ୍ରଙ୍କ ବାପା ରାଗିଂ ଅଭିଯୋଗ କରିଛନ୍ତି। ରୁଦ୍ରଙ୍କୁ ୪ର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ରୁଦ୍ରଙ୍କ ମୁହଁ…

କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା: ୪…

ଓଏଲ୍‌ ବ୍ୟୁରୋ: କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପିକ୍ଅପ ଭ୍ୟାନ ଓଲଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗତକାଲି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୫୦ରୁ ଅଧିକ ଶ୍ରମିକ ଦୁର୍ଘଟଣାରେ ଆହତ ହୋଇଥିଲେ। ଗୋଲାମୁଣ୍ଡା ବ୍ଲକ୍ ଡୋକରିପଢ଼ା ଗାଁରେ ଗାଡ଼ି ଓଲଟିଥିଲା। ତେବେ…

ବାଜିଲାଣି ନିର୍ବାଚନୀ ବିଗୁଲ: ରାଜ୍ୟସଭା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଓଡ଼ିଶାରେ ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ପାଇଁ ଫର୍ମ କିଣିଲା ବିଜେଡି। ବିଜୁ ଜନତା ଦଳ…

ଦିଲ୍ଲୀରେ କଟକଣା: ମାର୍ଚ୍ଚ ୧୨ ଯାଏଁ…

ଓଏଲ୍‌ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଛି। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଛନ୍ତି। ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ଉପରେ ବି…

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍…

ଓଏଲ୍‌ ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ୨୦୨୪ ବର୍ଷ ପାଇଁ ଏହା ଦ୍ଵିତୀୟ କ୍ୟାବିନେଟ୍ ବୈଠକ ହେବ। ଆଜି ଅପରାହ୍ନରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ…

ବିଜେପିର ନିର୍ବାଚନୀ କସରତ; ଓଡ଼ିଶା ମୁହାଁ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ କେନ୍ଦ୍ରୀୟ…