ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ରୁ ଅଧିକ ଯାତ୍ରୀ ଆହତ

ଓଏଲ୍ ବ୍ୟୁରୋ: ଯାତ୍ରୀବାହୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି। ବଣାଇ ଟିକାୟତପାଲି ଥାନା ଯାତ୍ରାଖମଣ ନିକଟରେ ଏହି ଦୁର୍ଘଟଣା ଘଟିଛି। ୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।