Odisha Link
Bridging the Missing Links in Odisha
Daily Archives

February 21, 2024

ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ। ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଶେଷ ହୋଇଛି।…

ଥରୁଟିଏ ବିଜେପିକୁ ସୁଯୋଗ ଦିଅନ୍ତୁ:…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ…

ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ…

ବିଦେଶିନୀଙ୍କୁ ଅସଦାଚରଣ ଘଟଣା: ଗିରଫ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। କେବଳ ରାଜ୍ୟରୁ ନୁହେଁ ବରଂ ରାଜ୍ୟ ବାହାରୁ ବିଦେଶିନୀ ମାନେ ମଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ତେବେ ଏହାରି ମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶିନୀଙ୍କୁ…

ରାଜ୍ୟସଭା: ସୋନିଆ, ଅଶ୍ବିନୀଙ୍କ ସମେତ ୪୧…

ଓଏଲ୍‌ ବ୍ୟୁରୋ: ୨୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଆସିଛି ବଡ଼ ଅପଡେଟ୍। ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା,…

ବିଜେପି ଫୋକସରେ ଓଡ଼ିଶା; ଆସନ୍ତାକାଲି…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ…

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ; ଭାଷା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ। ଏହା ପ୍ରଥମେ ଇଉନେସ୍କୋ ଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା। ଏହାର ପାଳନ ପ୍ରଥମେ ମିଳିତ…

ମାଘରେ ବାଘ ଖରା; ୩୭ ଡିଗ୍ରୀ ଛୁଇଁଲା…

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ଲକ୍ଷ୍ମୀ ଯୋଜନା: ଆଜି ଯୋଡ଼ିହେବ ଆଉ ୫ଟି…

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜି ଆଉ ୫ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ବାଲେଶ୍ବର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ…

ଆସୁଛି ନିର୍ବାଚନ; କଂଗ୍ରେସ ଛାଡ଼ି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଘୋଷଣା ହୋଇନି ତାରିଖ। ହେଲେ ଏବେଠୁ ଜିତିବା ପାଇଁ ଅଙ୍କକଷା ଆରମ୍ଭ। ଅନ୍ୟପଟେ ମିଶ୍ରଣ ପର୍ବର ରଙ୍ଗରେ ରଙ୍ଗୀନ ହେଉଛନ୍ତି ବିଭିନ୍ନ ଦଳର ନେତା। ଜାତୀୟ ରାଜନୀତି କଥା କହିବାକୁ ଗଲେ ବିଜେପିରେ ସାମିଲ ହେଉଛନ୍ତି ଅନେକ ଦିଗଜ ନେତା। କଂଗ୍ରେସ, ସପା, ଆପ୍‌ ଭଳି ଦଳ…