ମୋଦିଙ୍କ ବଡ଼ ଭେଟି: ୫୫୩ଟି ରେଳ ଷ୍ଟେସନର…
ଓଏଲ୍ ବ୍ୟୁରୋ: ମୋଦିଙ୍କ ବଡ଼ ଉପହାର। ଦେଶରେ ରେଳ ଭିତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆଜି ୪୧ ହଜାର କୋଟି ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିିଭୂମି ପ୍ରକଳ୍ପର ଶିଦଘାଟନ ଓ ଶିଳାନ୍ୟାସ କରିଛନ୍ତି…